Latest Odisha News

BREAKING NEWS

ଥମୁନି ନୁହ ହିଂସା : ଆଜି ପୁଣିଥରେ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ, ସ୍କୁଲ କଲେଜ, ଅଫିସ ବନ୍ଦ , ୧୪୪ ଧାରା ଲାଗୁ

ନୁହ: ଥମୁନି ନୁହ ହିଂସା  । ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି  ।  ଆଜି ପୁଣିଥରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହୋଇଛି। ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ଏହି ଯାତ୍ରାକୁ ମଞ୍ଜୁରୀ ଦେଇନାହିଁ । ନୁହ ବ୍ୟତୀତ ସୋନିପତ ଜିଲ୍ଲାରେ…

ଭଉଣୀ ସୁଭଦ୍ରାଙ୍କ ତରଫରୁ ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଲା ପାଟରାକ୍ଷୀ

କେନ୍ଦ୍ରାପଡା: କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭଉଣୀ ସୁଭଦ୍ରାଙ୍କ ପକ୍ଷରୁ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ । ପୁରୀ ଶ୍ରୀମନ୍ଦିରର ମା’ ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ଅନ୍ତର୍ଜାତୀୟ ପାଟରା…

ପ୍ରଥମ ପ୍ରତିବନ୍ଧକ ପାର କଲା ପ୍ରଜ୍ଞାନ:  ଚନ୍ଦ୍ରର ତାପମାତ୍ରା ବିଷୟରେ ଦେଲା ସୂଚନା

ବାଙ୍ଗାଲୋର: ଚନ୍ଦ୍ରଯାନ-୩ ତାର ଯାତ୍ରା ଜାରି ରଖିଛି । ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଜ୍ଞାନ ରୋବର ଚନ୍ଦ୍ରରେ ପ୍ରଥମ ବାଧା ଅତିକ୍ରମ କରିଛି । ପ୍ରଜ୍ଞାନ ରୋବର ୧୦୦ କିମି ବ୍ୟାପି ଥିବା ବିରାଟ ଗାତକୁ ଅତିକ୍ରମ କରିବାରେ ସଫଳ ହୋଇଛି । ବେଙ୍ଗାଲୁର ସ୍ଥିତ ଇସ୍ରୋ…

ନବରଙ୍ଗପୁର ଏକବାରି ଜଙ୍ଗଲରେ ଯବାନ-ନକ୍ସଲ ଗୁଳି ବିନିମୟ: ଜଣେ ନକ୍ସଲ ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ବୋରାଇ ଥାନା ଅଞ୍ଚଳରେ ଥିବା ଏକବାରି ଜଙ୍ଗଲରେ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି  । ଯବାନଙ୍କ ଗୁଳିରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ଜଣାପଡିଛି  । ଘଟଣା ଘଟିବା ପରେ  ବୋରେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ…

ସିକ୍ୟୁରିଟି ଗାର୍ଡକୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ, ଅଭିଯୁକ୍ତ ଥାନାରେ ଅଟକ

ବୌଦ୍ଧ:  ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ଏମିତି କିଛି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ। ମୃତକ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ ବୋଲି ଜଣାପଡିଛି  ।  ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ପ୍ରକାଶ…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଲିଚି , ଓଜନ କମାଇବା ସହ ଦେଇଥାଏ ଏସବୁ ଫାଇଦା

ନୂଆଦିଲ୍ଲୀ : ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଲୋକମାନେ ଫଳ ଏବଂ ସବୁଜ ପନିପରିବା ଖାଇଥା’ନ୍ତି। ଏହା ଅନେକ ରୋଗକୁ ଭଲ କରିଥାଏ। ଆପଣ ଜାଣନ୍ତି କି ଗ୍ରୀଷ୍ମ ଋତୁରେ ଲିଚି ଖାଇବା ମଧ୍ୟ ଆବଶ୍ୟକ । ଲିଚି ଆପଣଙ୍କ ଶରୀରକୁ ଅନେକ ଲାଭ ଦେଇଥାଏ । ଆସନ୍ତୁ…

ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ: ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣାରେ ଅଭାବନୀୟ ଘଟଣା ଘଟିଛି  । ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ଵାରା ପରିଚାଳିତ ନାବାଳକଙ୍କ ପର୍ଯ୍ୟବେକ୍ଷଣ ଓ ସ୍ଵତନ୍ତ୍ର ଗୃହରୁ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି  । ସୁଧାରଗୃହ ଶୌଚାଳୟରୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର…

ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ବିଜେଡ଼ି ନେତା ପାଗଳର ପ୍ରଳାପ କରୁଛନ୍ତି: ଡ. ଯତୀନ ମହାନ୍ତି

ଭୁବନେଶ୍ୱର: ବିଜେଡି ନେତା ଅନୁଭବ ପଟ୍ଟନାୟକଙ୍କୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। କିଛି ଦିନ ହେବ ଅନୁଭବ ପଟ୍ଟନାୟକ ଟ୍ୱିଟର ଜରିଆରେ କିଛି ମନ୍ତବ୍ୟ ରଖୁଛନ୍ତି ଏବଂ ସେହି ମନ୍ତବ୍ୟକୁ ନେଇ ରାଜନୀତିରେ ଆରମ୍ଭ ହେଉଛି ବୟାନବାଜି। ଏହାରି ଭିତରେ ଅନୁଭବ ପଟ୍ଟନାୟକଙ୍କୁ ଟ୍ୱିଟ କରି ରାଜ୍ୟ…

ବସ୍ତି ପାଲଟିବ ବିଜୁ ଆଦର୍ଶ କଲୋନୀ: ଆଜି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବସ୍ତି ପାଲଟିବ ବିଜୁ ଆଦର୍ଶ କଲୋନୀ: ଆଜି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ  । ସହରାଞ୍ଚଳରେ ବାସ କରୁଥିବା ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବେ । ସମସ୍ତଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ । ଆଜି ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ…

ମଦ ମାଫିଆଙ୍କୁ ଧରିବାକୁ ଯାଇ ନିସ୍ତୁକ ମାଡ ଖାଇଲା ପୋଲିସ

ଭଦ୍ରକ : ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା  । ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ ମଦ ମାଫିଆ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ଇଛାପୁର ସ୍ଥିତ ମାମଲି ହୋଟେଲରେ  । ଦୀର୍ଘ ଦିନ ହେଲା ଏଠାରେ ଚୋରା ମଦ କାରବାର ଚାଲିଥିଲା । ଏ…