୮ରୁ ହୀରାକୁଦରେ ପକ୍ଷୀ ଗଣନା, ସାମିଲ ହେବେ ୭୮ ବନ କର୍ମଚାରୀ
ସମ୍ବଲପୁର : ୮ ତାରିଖରୁ ଆରମ୍ଭ ହେବ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ସାମଗମ ଆରମ୍ଭ ହୋଇଯାଇଛି । ତେଣୁ ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଠାରେ ପକ୍ଷୀ ଗଣନା ପାଇଁ ନିଷ୍ପତ୍ତି ହୋଇଛି । ୮ ତାରିଖ…