କୋହଲି ପ୍ରଶଂସକଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେବେ
ବାଙ୍ଗାଲୋର: ବିରାଟ କୋହଲି ଆଇପିଏଲରେ ଖେଳିବେ କି ନାହିଁ ପ୍ରଶଂସକଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଥିଲା । ଏବେ ସେ ଖୁବ ଶୀଘ୍ର ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେବେ ବୋଲି ଜଣାପଡିଛି । ଯାହାକି ପ୍ରଶଂସକଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦେଇଛି । କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର…