କିମ୍ସରେ ପ୍ରଫେସର ଏମେରିଟସ୍ ଭାବେ ଯୋଗ ଦେଲେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର
ଭୁବନେଶ୍ୱର : ଦେଶର ବେଶ୍ ଜଣାଶୁଣା ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର କଳିଙ୍ଗ ଇନଷ୍ଟିଚଚ୍ୟଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ)ରେ ପ୍ରଫେସର ଏମେରିଟସ୍ ଭାବେ ଯୋଗ ଦେଇଛନ୍ତି । ଏହା ସହିତ ସେ କିମ୍ସ ବହିର୍ବିଭାଗରେ ମଧ୍ୟ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପରାମର୍ଶ ଦେବେ ।…