ରାସ୍ତା ମଝିରେ ଧାରଣାରେ ବସି ରାହୁଲ ଗାଇଲେ- ରଘୁପତି ରାଘବ ରାଜାରାମ
ଆସାମ: ନବମ ଦିନରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବର୍ତ୍ତମାନ ଆସାମରେ ଚାଲିଛି ରାହୁଲଙ୍କ ପଦଯାତ୍ରା । ତେବେ ଆସାମର ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ମନ୍ଦିରକୁ ରାହୁଲଙ୍କ ପ୍ରବେଶ ଉପରେ ରପକ ଲାଗିଥିବାରୁ ରାସ୍ତାରେ ଉପରେ ଧାରଣାରେ…