Latest Odisha News

BREAKING NEWS

କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ଜ୍ୟାକଲିନ

ମୁମ୍ବାଇ: କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ବଲିଉନ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟଏହି ରାୟ ଦେଇଛନ୍ତିି । ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ…

ଶରଦ ପାୱାରଙ୍କ ଖେଳ ବୁଝିହେଉନି, ପ୍ଲାନ ‘ବି’ ପ୍ରସ୍ତୁତ କଲେ ସହଯୋଗୀ !

ଭୁବନେଶ୍ୱର: ପୁଣିଥରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ଗୋଟିଏ ପଟେ ଶରଦ ପାୱାରଙ୍କ ଆଭିମୁଖ୍ୟକୁ ନେଇ ଏମଭିଏ ମେଣ୍ଟ ଦ୍ବନ୍ଦ୍ୱରେ ଥିବା ବେଳେ ଆଉ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନା କଳ୍ପନା ପ୍ରକାଶ ପାଉଛି। ଏଭଳି…

ଗୀତା ଗୋବିନ୍ଦଙ୍କୁ ପୂରିଲା ୫ ବର୍ଷ, ରଶ୍ମିକାଙ୍କ ସହ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ବିଜୟ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ହେଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡା । ଏମାନଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ କିଛି ଦିନ ତଳେ…

୩ ବିପଜ୍ଜନକ କୀଟ, ଯାହାର ସଂସ୍ପର୍ଶରେ ଆସିଲେ ମୃତ୍ୟୁ ନିଶ୍ଚିତ

ଦୁନିଆରେ ଅନେକ ପ୍ରକାରର କୀଟପତଙ୍ଗ ରହିଛନ୍ତି । ଇକୋସିଷ୍ଟମ୍ ପାଇଁ ସେମାନଙ୍କର ଅସ୍ତିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇକୋସିଷ୍ଟମକୁ ସନ୍ତୁଳିତ ରକ୍ଷା ପାଇଁ କୀଟପତଙ୍ଗ ରହିବା ଜରୁରୀ । ଯଦି ଏହି କୀଟପତଙ୍ଗର ଅସ୍ଥିତ୍ୱ ଦୁନିଆରୁ ଲିଭିଯାଏ, ତେବେ ପ୍ରକୃତିରେ ଏକ ଅସନ୍ତୁଳନ ସୃଷ୍ଟି ହୁଏ ।…

ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍‌, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ଼ ଅଭିନେତ୍ରୀ ଜରିନ୍ ଖାନ୍ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଜ୍ୱର ରହିଥିବା ବେଳେ ଯନ୍ତ୍ରଣା ଅଧିକ ହେଉଥିବା ନେଇ ଜରିନ୍ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଜରିନ୍ ଏହି ସୂଚନା…

ମଣିଷ ପରି କୁକୁର ମୁହଁ: ଲୋକେ ଦେଖି ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଆମକୁ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ କୁକୁରର ମୁହଁ ଦେଖିବାକୁ ଠିକ୍ ମଣିଷ ପରି । ଯାହା ସମସ୍ତଙ୍କୁ ଚକିତ କରିଛି । ପ୍ରକୃତରେ ଏହା ଅସଲି ନା ନକଲି ନେଇ…

‘ଇଣ୍ଡିଆ’ ମେଣ୍ଟରେ ଫାଟ: ଦିଲ୍ଲୀର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ; ଜବାବ ଦେଲା ଆପ୍

ନୂଆଦିଲ୍ଲୀ: ‘ଇଣ୍ଡିଆ’  ମେଣ୍ଟରେ ଫାଟ । ୨୦୨୪ ନିର୍ବାଚନରେ ବିଜେପି ମେଣ୍ଟ ଏନଡିଏକୁ ଟକ୍କର ଦେବା ପାଇଁ ୨୬ ବିରୋଧୀ ଦଳ ଏକାଠି ହୋଇ ନୂଆ ମେଣ୍ଟ ‘ଇଣ୍ଡିଆ’ ଗଢିଛନ୍ତି । ପଣ କରିଛନ୍ତି ବିଜେପିକୁ ହରାଇବେ । ହେଲେ ଘରେ ନ ପଶୁଣୁ ଚାଳ ବାଜିଲାଣି । କାରଣ ନିର୍ବାଚନ ପାଇଁ ଆସନ ବୁଝାମଣାକୁ…

ଅବସରରୁ ଓହରିଲେ ଷ୍ଟୋକ୍ସ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳରେ ସାମିଲ

ଲଣ୍ଡନ: ଇଂଲଣ୍ଡକୁ ବିଶ୍ୱକପ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେନ ଷ୍ଟୋକ୍ସ ଅବସରରୁ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଦଳରେ ସାମିଲ କରାଯାଇଛି । ତାମିମ ଇକବାଲ, ମୋଇନ ଅଲୀଙ୍କ ପରେ ତୃତୀୟ କ୍ରିକେଟର ଭାବେ ସେ ଅବସରରୁ…

ବିଜେଡିକୁ ବିଜୟଙ୍କ ପ୍ରଶ୍ନ: ୨୪ ବର୍ଷର ଭିତରେ ମହାନଦୀରେ ଆନିକଟ କରିପାରିଲନି, ୩୫ ପ୍ରତିଶତ ଜମି ଜଳସେଚିତ କରିବ…

ଭୁବନେଶ୍ୱର: କଂଗ୍ରେସ ବର୍ଷିଲା ବିଜେଡି ଉପରେ | ପ୍ରଶ୍ନ ବାଣରେ ଘାଇଲା କଲା ନବୀନ ସରକାରଙ୍କୁ  । ୨୪  ବର୍ଷର ଶାସନ କାଳରେ ବିଜେଡି କରିଛି କଣ ? ଏମିତି ପ୍ରଶ୍ନ ପରେ ପ୍ରଶ୍ନ ବାଣ ବିନ୍ଧି ଚାଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ  । ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ…

ନେହରୁ ସଂଗ୍ରହାଳୟର ନାମ ବଦଳି ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ; ତାତିଲା କଂଗ୍ରେସ

ନୂଆଦିଲ୍ଲୀ:ସ୍ୱାଧୀନତା ଦିବସ ଅବସରରେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି ନାମରେ ନାମିତ କରାଯାଇଛି । ବିଜେପି ସରକାରର ଏପରି ଉଦ୍ୟମକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ । ନେହେରୁ ମେମୋରିଆଲ୍…