ଏଫିଲ ଟାୱାର ଉପରେ କଟିଲା ସାରା ରାତି, ମଦ ନିଶାରେ ଚଢିଗଲେ, ଶୋଇପଡିଲେ
ପ୍ୟାରିସ: ଦୁଇଜଣ ଆମେରିକୀୟ ପର୍ଯ୍ୟଟକ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ପ୍ୟାରିସର ଏଫିଲ ଟାୱାର ଉପରକୁ ଚଢି ଯାଇଥିଲେ । ସେଠାରେ ସାରା ରାତି ଶୋଇଥିଲେ। ସୋମବାର ସକାଳୁ ଉଭୟଙ୍କୁ ଟାୱାର ଉପରେ ଶୋଇଥିବା ସୁରକ୍ଷାକର୍ମୀମାନେ ଦେଖିବା ପରେ ହଇଚଇ ପଡ଼ି ଯାଇଥିଲା ।
ପୋଲିସ୍ ସୂତ୍ର…