Latest Odisha News

BREAKING NEWS

୫ ସଦସ୍ୟ ପାଇବେ ସଂସଦ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: ୫ ଲୋକସଭା ସଦସ୍ୟ ପାଇବେ ସଂସଦ ରତ୍ନ ପୁରସ୍କାର । ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର ଘୋଷଣା ହୋଇଛି । ଏଥିପାଇଁ ଭାଜପାର ସୁକାନ୍ତ ମଜୁମଦାର ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ସମେତ ପାଞ୍ଚ ଜଣ ଲୋକସଭା ସଦସ୍ୟ ମନୋନୀତ ହୋଇଛନ୍ତି । ଏହାର ଆୟୋଜକମାନେ ରବିବାର ଏହି…

ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି ମହିଳା

କାନପୁର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାକୁ ନେଇ ଚାରିଆଡ଼େ ଉତ୍ସାହ ଦେଖିବାକୁ ମିଳୁଛି । ଶୁଭ ମୁହୂର୍ତ୍ତରେ ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଅନେକ ଗର୍ଭବତୀ ମହିଳା ଯେଉଁମାନଙ୍କ ସେହି ଦିନବେଳକୁ…

ପରିକ୍ରମା ପ୍ରକଳ୍ପ ରଥ ଉଦ୍‌ଘାଟନ ବେଳେ ଗୀତ ଗାଇଲେ ବିଡିଓ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅଫିସ୍ ଆଗରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ମୃଦଙ୍ଗର ତାଳେ ତାଳେ ଗୀତ ଗାଇଥିଲେ ଭୋଗରାଇ ବିଡିଓ ଉମାକାନ୍ତ ପରିଡା । ଆଉ କୁନି କୁନି ପିଲାମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।... ତୋଲାଗି ଗୋପ ଦାଣ୍ଡ ମନାରେ କାଳିଆ... ଗୀତରେ…

ମାଲକାନଗିରି ବିମାନବନ୍ଦରରେ ହେଲା ଟ୍ରାଏଲ ରନ୍‌

ମାଲକାନଗିରି: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନ ବନ୍ଦର । ମାଲକାନଗିରି ବିମାନ ବନ୍ଦରରେ ହୋଇଛି ଟ୍ରାଏଲ ରନ୍ । ପରୀକ୍ଷା ମୂଳକ ଭାବେ ସଫଳତାର ସହ ଅବତରଣ କରିଛି ଭିଟି ୧୦୦ ବିମାନ । ଆସନ୍ତା ସପ୍ତାହରେ ମାଲକାନଗିରି ବିମାନବନ୍ଦରର…

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରଶ୍ମିକା- ବିଜୟ

ମୁମ୍ୱାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧର ତାରିଖ ମଧ୍ୟ ଫାଇନାଲ ହୋଇଯାଇଛି । ଏହି ଖବର ପାଇବା ପରେ ଉଭୟଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ।…

ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ଦୁବାଇରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଦୁବାଇଠାରେ ଆୟୋଜିତ ହେବାକୁ ଯାଉଛି ଓଲିଉଡ ପୁରସ୍କାର ମହୋତ୍ସବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଂ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ…

ଦିଲ୍ଲୀରେ କମାଲ ଦେଖାଇଲେ କଳାହାଣ୍ଡିର ବୋହୂ

ଭବାନୀପାଟଣା : ଓଡ଼ିଶା କଳାହାଣ୍ଡିର ବୋହୂଙ୍କ କମାଲ । ନୂଆଦିଲ୍ଲୀରେ ଦିକେ ପ୍ରେଜେଣ୍ଟସ ଦ୍ୱାରା ଆୟୋଜିତ ପ୍ରାଇଡ଼ ଅଫ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜର କମାଲ ଦେଖାଇଛନ୍ତି । ସେ ରାଇଜିଂ ଷ୍ଟାର ବିଜେତା ହୋଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି । ସେ…

୮ରୁ ହୀରାକୁଦରେ ପକ୍ଷୀ ଗଣନା, ସାମିଲ ହେବେ ୭୮ ବନ କର୍ମଚାରୀ

ସମ୍ବଲପୁର : ୮ ତାରିଖରୁ ଆରମ୍ଭ ହେବ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ସାମଗମ ଆରମ୍ଭ ହୋଇଯାଇଛି । ତେଣୁ ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଠାରେ ପକ୍ଷୀ ଗଣନା ପାଇଁ ନିଷ୍ପତ୍ତି ହୋଇଛି । ୮ ତାରିଖ…

‘ମିଜୋରାମରେ ଆଶ୍ରୟ ନେଇଥିବା ୩୧୦୦୦ ମିଆଁମାର ଶରଣାର୍ଥୀଙ୍କୁ ସହଯୋଗ କରିବେ ସରକାର’

ଆଇଜଲ: ମିଆଁମାରରୁ ଆସିଥିବା ଶରଣାର୍ଥୀ ଏବଂ ମଣିପୁରର ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକଙ୍କୁ ସହାୟତା କରିବେ ମିଜୋରାମ ସରକାର । କେନ୍ଦ୍ରୀୟ ସହାୟତା ମାଧ୍ୟମରେ ସମସ୍ତଙ୍କୁ ସାହାଯ୍ୟ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ…

ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବେ ଡାକ୍ତର, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର: ଡାକ୍ତର ଲେଖିବେ ସ୍ପଷ୍ଟ ପ୍ରେସକ୍ରିପସନ। ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଡାକ୍ତରଙ୍କୁ ସ୍ପଷ୍ଟ ହସ୍ତାକ୍ଷର ଲେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ସମସ୍ତେ ପଢ଼ି ପାରୁଥିଲା ପରି ଅକ୍ଷର ଲେଖିବେ ଡାକ୍ତର। ରାଜ୍ୟର ସମସ୍ତ ମେଡିକାଲ…