Latest Odisha News

BREAKING NEWS

ଚୀନରେ ଦେଶଭକ୍ତଙ୍କ ଅଭାବ! ସରକାର ଆଣିଲେ ନୂଆ ନିୟମ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିରାଶା ଏବେ ବିଶ୍ୱ ଦେଖୁଛି । ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଶକୁ ଘେରି ରହିଛି। କେତେବେଳେ ଦେଶରେ ନିଯୁକ୍ତି ସଂଖ୍ୟା ହ୍ରାସ ପାଇବା ବିରୋଧରେ ଯୁବକମାନେ ବିରୋଧ କରୁଛନ୍ତି ଆଉ କେବେ ଅର୍ଥନୀତିର ମନ୍ଥରତା ହେତୁ ଦେଶର ବ୍ୟବସାୟୀମାନେ ବିଦେଶକୁ…

ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି, ଚଳିତବର୍ଷ ଦେଢ ଲକ୍ଷରୁ ଅଧିକ ପକ୍ଷୀଙ୍କ ସମାଗମ

କେନ୍ଦ୍ରାପଡ଼ା: ଶୀତ ଋତୁରେ ଭିତରକନିକା ଜାତୀୟଉଦ୍ୟାନରେ ମେଳି ବାନ୍ଧୁଛନ୍ତି ବିଦେଶାଗତ ପକ୍ଷୀ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବର୍ଷ ୧୧, ୪୬୨ ଅଧିକ ପକ୍ଷୀ ଭିତରକନିକା ଆସିଛନ୍ତି। ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି…

ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା: ମାଳଦ୍ୱୀପର ୩ମନ୍ତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ ।ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ…

ହୋସରେ ଥିବା ବେଳେ ୫ବର୍ଷୀୟ ଶିଶୁକନ୍ୟାର ବ୍ରେନ ଟ୍ୟୁମର୍ ସର୍ଜରୀ କଲେ AIIMS ଡାକ୍ତରୀ ଟିମ୍

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ AIIMSକୁ ମିଳିଲା ଆଉ ଏକ ସଫଳତା । ବେହୋସ ନକରି ୫ବର୍ଷୀୟ ଶିଶୁ କନ୍ୟାର ବ୍ରେନ ଟ୍ୟୁମର ସର୍ଜରୀ କଲେ ଡାକ୍ତର । ଏନେଇ AIIMS ଦାବି କରିଛି ଯେ ଏହି ଶିଶୁ ବିଶ୍ୱର ସର୍ବ କନିଷ୍ଠ ଯାହାକୁ ବେହୋସ ନକରି ଅସ୍ତ୍ରୋପଚାର କରାଯାଇଛି । ଅକ୍ଷିତା ନାମକ ଶିଶୁର…

ଜୋରଦାର୍ ଚାଲିଛି ଅପରେସନ ହ୍ଵାଇଟ ସ୍ପାଇଡର, ନିଶା ବେପାରୀଙ୍କ ଉପରେ ନଜର

ଭୁବନେଶ୍ୱର: ଜୋରଦାର୍ ଚାଲିଛି ଅପରେସନ ହ୍ଵାଇଟ ସ୍ପାଇଡର। ସହରାଞ୍ଚଳ ପୋଲିସ ଜିଲ୍ଲାରେ ବିଭିନ୍ନ ନିଶା ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଶା କାରବାର ବିରୋଧରେ ଥାନାସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ…

ଆସନ୍ତା ୯ରୁ ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ ୨୭ ତମ ଗ୍ଲୋରୀ ଫେଷ୍ଟିଭାଲ

ପୁରୀ: ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୁଲ୍ୟରେ ଆସନ୍ତା ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ୨୭ ତମ ଗ୍ଲୋରୀ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ୪ ଦିନ ବ୍ୟାପୀ ଆନ୍ତଃ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରୀୟ ଏହି ମହୋତ୍ସବରେ ୧୫ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତ ବର୍ଷର ମୁଖ୍ୟ…

ସ୍ୱସ୍ତି ମେହୁଲଙ୍କ ‘ରାମ ଆଏଙ୍ଗେ’ ଭଜନକୁ ମୋଦୀଙ୍କ ପ୍ରଶଂସା, କହିଲେ ଏହା ଶୁଣିବା ପରେ ଆଖି ଲୁହରେ ଭରିଯାଏ ଏବଂ ମନରେ…

ନୂଆଦିଲ୍ଲୀ: ରାମନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ୍ ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ । ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା କରିବା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ସାରା ଦେଶରେ…

କମିଶନରେଟ୍ ପୋଲିସର ଅଭିନବ ପ୍ରୟାସ: ଚୋର ଧରେଇ ନେଇଯାଅ ୧୦ ହଜାର ଟଙ୍କାର ପୁରସ୍କାର

ଭୁବନେଶ୍ଵର: ଏଣିକି ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବା ହେବ ସହଜ । ସେଥିପାଇଁ କମିଶନରେଟ ପୋଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ତଥା କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୋଲିସ । ଚୋର…

କଟକରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵରଙ୍କ କଲେ ଦର୍ଶନ

କଟକ: ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସକାଳୁ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଅଶ୍ୱିନୀ । ମନ୍ଦିର ଗର୍ଭ ଗୃହରେ ସେ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ…

ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW

ଭୁବନେଶ୍ଵର: ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ EOW । EOW ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ୩ ଦିନିଆ ରିମାଣ୍ଡ ପାଇଁ EOWକୁ ଅନୁମତି…