ବାଂଲାଦେଶ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ, ନିର୍ବାଚନକୁ ବର୍ଜନ କରିଛି ବିଏନପି
ବାଂଲାଦେଶ: ବାଂଲାଦେଶ ସାଧାରଣ ନିର୍ବାଚନ ପାଇଁ ଆଜି ସକାଳୁ ସକାଳି ଆରମ୍ଭ ହୋଇଛି ମତଦାନ । ଅନ୍ୟପକ୍ଷରେ ବେଆଇନ ସରକାରରେ ହିଂସା ବଢ଼ୁଥିବାରୁ ଏହାର ପ୍ରତିବାଦରେ ବିରୋଧୀ ଦଳ ବିଏନ୍ପି ଗତକାଲିଠାରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଫଳରେ ବିରୋଧୀ ଶୂନ୍ୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍…