ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ବନ୍ୟା ପାଣି
କଟକ: ବଡମ୍ବା ଅଞ୍ଚଳରେ ବୁଧବାର ମହାନଦୀରୁ ବନ୍ୟାଜଳ ମା' ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପାଣି ମନ୍ଦିର ପରିସରକୁ ଜଳମଗ୍ନ କରିବା ସହ…