Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଟିମର ଐତିହାସିକ ଟେଷ୍ଟ ବିଜୟ

ମୁମ୍ବାଇ: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତୀୟ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଭାରତ ୩୪୭ ବୃହତ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ରେକର୍ଡ କରିଛି । ଶ୍ରୀଲଙ୍କା ମହିଳା ଟିମ ୩୦୯ ରନରେ ପାକିସ୍ତାନକୁ ହରାଇ ଏହି ରେକର୍ଡ କରିଥିଲା । ଏହା ବ୍ୟତୀତ ପ୍ରଥମ ଥର…

ନୂଆବର୍ଷରୁ ନୂଆ ନିୟମ, ଶ୍ରୀମନ୍ଦିରକୁ ପଲିଥିନ ମନା

ପୁରୀ: ଏବେ ଆଉ ଶ୍ରୀମନ୍ଦିର ଭିତରେ ଦେଖିବାକୁ ମିଳିବନି ପଲିଥିନ ବ୍ୟାଗ । ପୂର୍ବରୁ ପଲିଥିନ ବ୍ୟାନ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା । ଯାହାଫଳରେ ଭକ୍ତ ମାନେ ହାତରେ ପଲିଥିନ ଥରି ମନ୍ଦିର ଭିତରକୁ ଯାଉଥିଲେ । କିନ୍ତୁ ଏବେ ନୂଆବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବାକୁ…

ଶରୀର ପାଇଁ କାହିଁକି ଆବଶ୍ୟକ ଭିଟାମିନ ବି, ଜାଣନ୍ତୁ ଏହାର ପ୍ରକାରଭେଦ ବିଷୟରେ

ନୂଆଦିଲ୍ଲୀ: ଦୈନନ୍ଦିନ କାର୍ଯ୍ୟଗୁଡିକ ସଠିକ୍ ଭାବରେ କରିବା ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଏବଂ ମିନେରାଲ୍ସ ନିହାତି ଆବଶ୍ୟକ । ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବସ୍ ଏବଂ ଭଲ ଫ୍ୟାଟ୍ ଆବଶ୍ୟକ ହୋଇଥାଏ । ଏଗୁଡିକ ଶରୀରକୁ ଶକ୍ତି ଯୋଗାଇଥାଏ…

ସକାଳୁ ସକାଳୁ ପୁରୀ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ

ପୁରୀ: ପୁରୀ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଭୋର୍ ସକାଳ ୫ଟାରୁ ପୁରୀ ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି  ।  ଏବଂ ଶ୍ରୀକ୍ଷେତ୍ରରେ  ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି  । ଶ୍ରୀମନ୍ଦିର ଚର୍ତୁପାର୍ଶ୍ବରେ ବୁଲି ପ୍ରକଳ୍ପ…

ରୋହିତ ହଟିଲେ, ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କ ସଂଖ୍ୟା କମିଲା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ଆଇପିଏଲ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି । ତେବେ ଫ୍ରାଂଚାଇଜର ଏହି ନିଷ୍ପତିକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତିି । ସୋସିଆଲ ମିଡିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।…

ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରିକେଟ ସିରିଜ: ଦିନିକିଆରୁ ଚାହର , ଟେଷ୍ଟରୁ ସାମୀ ଓହରିଲେ

ଡର୍ବାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ପେସ ବୋଲର ଦୀପକ ଚାହର ପରିବାର ସଦସ୍ୟଙ୍କ ମେଡିକାଲ ଏର୍ମଜେନ୍ସି ନେଇ ଏହି ନିଷ୍ପତି ନେଇଛନ୍ତି । ଦୀପଙ୍କ ବଦଳ ଖେଳାଳି ଭାବେ ଆକାଶଦୀପଙ୍କୁ ଦଳରେ ସାମିଲ କରାଯାଇଛି । ଦିନିକିଆ ସିରିଜର ଶେଷ…

ପୁରୀରେ ନିର୍ମାଣ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ

ଭୁବନେଶ୍ବର : ପୁରୀ ଜିଲ୍ଲାରେ ହେବ  ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ । ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ  । ଏଥିଲାଗି ପ୍ରାୟ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ  । ମୁଖ୍ୟମନ୍ତ୍ରୀ ଙ୍କ  କାର୍ଯ୍ୟାଳୟ ର ଜନଶୁଣାଣି…

ରିଲ୍ ରେ ହିନ୍ଦୁ ଧର୍ମର ମଜାକ ଉଡାଇ ଟ୍ରୋଲ ହେଲେ ଏହି କପଲ୍

ମୁମ୍ବାଇ: ବଲିଉଡର ଏବେ ଫ୍ୟାନ୍ସଙ୍କ ପ୍ରିୟ କପଲ ମାନଙ୍କ ଭିତରେ ରହିଛନ୍ତି ରିତିଶ ଦେଶମୁଖ ଏବଂ ଜେନେଲିଆ ଡିସୁଜା । ବର୍ତ୍ତମାନ ସେମାନଙ୍କୁ ଫିଲ୍ମରେ କମ୍ ଓ ସୋସିଆଲ ମିଡିଆରେ ବେଶି ଆକ୍ଚିଭ ଅଛନ୍ତି । ଉଭୟ ପ୍ରାୟତଃ ମଜାଳିଆ ରିଲ୍ କରି ନିଜ ନିଜର ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ କରୁଥିବା…

ମାଆ ହେଲେ ହାସ୍ୟ ଅଭିନେତ୍ରୀ

ମୁମ୍ବାଇ : ଫେମସ୍ କେମଡିଆନ୍ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରା ଏବଂ ଡାକ୍ତର ସଙ୍କେତ୍ ଭୋସଲେଙ୍କ ଘରକୁ ଆସିଲେ ଲକ୍ଷ୍ମୀ  । ଏହି ଦମ୍ପତି ମାତାପିତା ହୋଇଛନ୍ତି । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସୁଗନ୍ଧାଙ୍କ ସ୍ବାମୀ ଡାକ୍ତର ସଙ୍କେତ୍ ଇନଷ୍ଟାରେ ଏକ…

ଆଜି ଦେଶ ପାଳୁଛି ୫୨ତମ ବିଜୟ ଦିବସ : ଭାରତୀୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ବିଜୟ ଦିବସ। ଭାରତୀୟ ଯବାନଙ୍କ ବୀରତ୍ବକୁ ମନେ ପକାଉଛି ଭାରତବର୍ଷ। ଏହି ଅବସରରେ ଆଜି ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆର୍ମି ମୁଖ୍ୟ…