ଏମିତି ଏକ ଷ୍ଟ୍ରବେରୀ, ଯାହାର ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜାପାନ: ଫଳ ଏବଂ ପନିପରିବା ବିଷୟରେ କହିବାକୁ ଗଲେ, ଏମିତି କିଛି ଫଳ ଅଛି, ଯାହା ପ୍ରତ୍ୟେକ ଋତୁରେ ମହଙ୍ଗା ରହିଥାଏ । ଆଉ କିଛି ଫଳର ମୂଲ୍ୟ ଋତୁ ଅନୁଯାୟୀ ବୃଦ୍ଧି ଏବଂ ହ୍ରାସ ପାଇଥାଏ । ତଥାପି, ଏପରି କିଛି ଫଳ ଅଛି, ଯାହାର ମୂଲ୍ୟ ସେମାନଙ୍କର ବିଶେଷତା ହେତୁ ହଜାରେ ଏବଂ ଲକ୍ଷକୁ ଟପିଥାଏ ।…