ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମହାପ୍ରସାଦ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏକ ମୂଖ୍ୟ ଆକର୍ଷଣ ହେଲା ପ୍ରଭୁଙ୍କ ପ୍ରସାଦ। ତାହା ଅନ୍ନ ପ୍ରସାଦ (ମହାପ୍ରସାଦ ) ହେଉ ଅବା ବିଭିନ୍ନ ପିଷ୍ଟକ ଆଦି ସୁମିଷ୍ଟ ଭୋଗ ପଦାର୍ଥ(ଶୁଖିଲି…