ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଶ୍ରୀକୃଷ୍ଣଙ୍କ ୫ଟି ଗାଁ ମାଗିବାର କଥା, ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ କାଶୀର ଜ୍ଞାନବ୍ୟାପିରେ ଏବେ ହିନ୍ଦୁଙ୍କୁ ପୂଜା କରିବାକୁ ନିର୍ଦ୍ଦେଶ ମିଳିସାରିଛି । ଏହା ସହିତ ମଥୁରାରେ ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…