ନିର୍ମାଣଧୀନ ପୋଲରେ ଝୁଲିଲା କାର; ଦୁଇଯାତ୍ରୀ ଗୁରୁତର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାଁପୁରରେ ସଡ଼କ ଦୁର୍ଘଟଣାରେ ଏକ କାର ନିର୍ମାଣଧୀନ ପୋଲ ଉପରେ ଝୁଲି ରହିଥିଲା । ଫଳରେ ଏଥିରେ ବସିଥିବା ଦୁଇଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ଅଲିଗଡ଼ ଜିଲ୍ଲାରେ ରହୁଥିବା ନୁମୈର ଖାନ ତାଙ୍କ ମା’ ଓ ସାନ ଭାଇ ଏକ କାରରେ ଯାଉଥିବା ବେଳେ ଦୁର୍ଘଟଣାର…