ରେପୋ ରେଟ ଘୋଷଣା ପରେ ନିବେଶକଙ୍କ ପାଇଁ ବଡ଼ ସୁଯୋଗ, FDରୁ ନେଇ ପାରିବେ ବଡ଼ ଲାଭ
ନୂଆଦିଲ୍ଲୀ: ୨୦୨୪ ମସିହାରେ ଆରବିଆଇର ପ୍ରଥମ ମୁଦ୍ରାନୀତି ବୈଠକର ଫଳାଫଳ ଆଜି ୮ ଫେବୃଆରୀରେ ପ୍ରକାଶ ପାଇଛି। ରିଜର୍ଭ ବ୍ୟାଙ୍କ ଷଷ୍ଠ ଥର ପାଇଁ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ରେପୋ ରେଟ୍ ପୁଣି ଥରେ ୬.୫ ପ୍ରତିଶତରେ ବଜାୟ ରହିଛି। ସାଧାରଣତଃ ଦେଖାଯାଏ ଯେ ଯେତେବେଳେ ରେପୋ ହାର…