Latest Odisha News

ଲୋକସଭାରେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ। ଏହାର ଜବାବରେ ସୋନିଆ ଗାନ୍ଧୀ କହିଥିଲେ, 'ମୋର…

ସୁଲତାଙ୍କୁ ନୂଆ ଦାୟିତ୍ୱ, ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ସୁଲତା ଦେଓଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ଭାବେ ରାଜ୍ୟସଭା ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା…

ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ, ଛାତ୍ରୀଙ୍କୁ ରୁମକୁ ଡାକୁଥିଲେ,ପାର୍କ ଯିବାକୁ ବାଧ୍ୟ କରୁଥିଲେ

ଭୁବନେଶ୍ଵର: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୁଗୋଳ…

ବାପାଙ୍କ ମୃତ୍ୟୁର ବର୍ଷେ ପରେ ସମାନ ସ୍ଥାନରେ ପୁଅକୁ ହତ୍ୟା, ୫ ଦିନରେ ଗଡ଼ିଲାଣି ୨ ମୁଣ୍ଡ

ବରଗଡ଼: ୫ ଦିନ ମଧ୍ୟରେ ଦ୍ୱିତୀୟ ହତ୍ୟାକାଣ୍ଡ । ପୁଣି ବରଗଡ଼ରେ ଚାଞ୍ଚଲ୍ୟ । ମାତ୍ର ସପ୍ତାହକ ଭିତରେ ବରଗଡ଼ ସହରରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ୧୫ ତାରିଖରେ ୧୧ ନମ୍ବର ୱାର୍ଡରୁ ଜଣଙ୍କ ରକ୍ତାକ୍ତ ମୃତଦେହ ମିଳିଥିବା ବେଳେ ଆଜି ପୁଣି ୧ ନମ୍ବର ୱାର୍ଡରୁ ମିଳିଛି କ୍ଷତ ବିକ୍ଷତ…

୨୩ରେ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ସତର୍କ ସୂଚନା ଜାରି କାଲେ ହୀରାକୁଦ କତୃପକ୍ଷ

ସମ୍ବଲପୁର: ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ । ଆସନ୍ତା ୨୩ ତାରିଖରେ ଖୋଲାଯିବ ହୀରାକୁଦ ଡ୍ୟାମ୍‌ । ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ତେଣୁ ବନ୍ୟାଜଳ…

କଂଗ୍ରେସର ଆହ୍ୱାନ କ୍ରମେ ଅଣ ବିଜେପି ଓ ଅଣ ବିଜେଡି ଦଳକୁ ନେଇ ବୈଠକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଆହ୍ୱାନ କ୍ରମେ ଅଣ ବିଜେପି ଓ ଅଣ ବିଜେଡି ଦଳକୁ ନେଇ ଆଜି ଏକ ବୈଠକ ବସିଛି। ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ୱ ନେଇଥିଲେ। ରାଜ୍ୟର ୯ ଟି ଅଣ ବିଜେପି ଓ ଅଣ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ। ଓଡିଶାରେ…

ହିତାଧୀକାରୀଙ୍କ ପାଇଁ ସ୍ଵପ୍ନ ସରକାରୀ ଯୋଜନା, ପାଲଟଣା ଘରେ ଜୀବନ କାଟୁଛନ୍ତି ୫ ପ୍ରାଣୀ

ନବରଙ୍ଗପୁର: ରହିବାକୁ ପକ୍କାଘର ଖଣ୍ଡେ ନାହିଁ । ଛପର କରିବାକୁ ସମର୍ଥ ବି ନାହିଁ । ବର୍ଷାହେଲେ ଘର କାନ୍ଥ କେତେବେଳେ ଯେ ଗଳି ପଡିବ ଏହି ଚିନ୍ତାରେ ରାତିରେ ଆଖିରେ ନିଦ ଆସୁନାହିଁ । ପ୍ରଶାସନକୁ ଘର ଖଣ୍ଡିକ ପାଇଁ ଗୁହାରି କରିକରି ଥକିଗଲେଣି । ଚଳିତ ବର୍ଷାଦିନରୁ ରକ୍ଷା ପାଇବାପାଇଁ ଜରି…

ଟ୍ରାକ୍ଟର ଭର୍ତ୍ତି ଅଳିଆ ହୋଟେଲ୍ ଆଗରେ ଢାଳି ଦେଲା ବିଏମସି, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଡଷ୍ଟବିନ୍ ଓ ଆବର୍ଜନା ମୁକ୍ତ ପାଇଁ ବିଏମସି ପଦକ୍ଷେପ ନେଇଛି । ସ୍ୱତନ୍ତ୍ର ଅଳିଆ ଗାଡ଼ି ଆସି ଅଳିଆ ନେଉଛି । ତଥାପି କିଛି ଲୋକ ରାସ୍ତା ଉପରେ ଅଳିଆ ଫିଙ୍ଗି ଦେଉଛନ୍ତି । କଳ୍ପନା ଅଞ୍ଚଳର ଏକ ହୋଟେଲ୍ ରାସ୍ତା ଉପରେ ଅଳିଆ ପକାଇଥିବାରୁ ବିଏମସି ହୋଟେଲ୍…

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା ତଥା…

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ…