ରାଉରକେଲା ନିକଟରେ ରେଳଧାରଣା ଉଡାଇ ଦେଲେ ମାଓବାଦୀ
ରାଉରକେଲା: ଗୁରୁବାର ବିଳମ୍ବିତ ରାତିରେ ରାଉରକେଲା ଓ ମନୋହରପୁର ରେଳ ଷ୍ଟେସନ୍ ମଝିରେ ଥିବା ବିନୁଆଁ ଗ୍ରାମରେ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେବା ପରେ ହାଓ୍ୱଡା-ନାଗପୁର-ମୁମ୍ବାଇ ରେଳପଥରେ ଟ୍ରେନ୍ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବିସ୍ଫୋରଣ ସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର…