ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ-ବିଜେପି
ଭୁବନେଶ୍ୱର: ବିଜୁ ଜନତା ଦଳ ଦ୍ୱାରା ପାଳିତ ଗୁଣ୍ଡାମାନେ ରାଜନୈତିକ କ୍ଷମତା ଉପଭୋଗ କରୁଛନ୍ତି । ଶାସନ ଓ ପ୍ରଶାସନ, ଆଇନକୁ ଫୁ କରି ଜୋର ଜବରଦସ୍ତି ରାଜନୈତିକ ବିରୋଧୀଙ୍କୁ ଦମନ କରିବାକୁ ଅପଚେଷ୍ଟା କରୁଛନ୍ତି । ପୋଲିସ ଉପସ୍ଥିତିରେ ବିଜେଡିର ଗୁଣ୍ଡାରାଜ୍ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର…