ପ୍ରକୃତ ଖୁସି
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
କିଛି ପାଇବାରେ କିଛି ଦେବାରେ ବାସ୍ତବିକ ଖୁସି ନ ଥାଏ, କାରଣ ତାହା କ୍ଷଣିକ । ଖୁସି ହେଉଛି ମନ ଓ ଆଞଗାର । ଥରେ ଜଣେ ରାଜା ବିଦେଶ ଯାଇଥିଲେ । ଯେତେବେଳେ ସେ ନିଜ ଦେଶକୁ ଫେରିବାକୁ ଇଛା କଲେ । ସେତେବେଳେ ସେ ତାଙ୍କର ଚାରି…