Latest Odisha News

BREAKING NEWS

ପାପା ଶାହାରୁଖଙ୍କ ଡଙ୍କି ଦେଖିବା ପରେ କିଛି ଏପରି ଥିଲା ପୁଅ ଅବରାମଙ୍କ ପ୍ରତିକ୍ରିୟା, କିଙ୍ଗଖାନ୍ କଲେ ଖୁଲାସା

ମୁମ୍ବାଇ: ‘ପଠାନ୍‌’ ଏବଂ ‘ଜଓ୍ବାନ୍‌’ ପରେ କିଙ୍ଗ୍‌ ଖାନ୍‌ଙ୍କ ‘ଡଙ୍କି’ ଏବ ବଡ଼ ପରଦାରେ ରିଲିଜ ହୋଇଛି। ଆଡଭାନ୍ସ ବୁକିଂରେ ପ୍ରଥମରୁ ଏହା ରେକର୍ଡ କରିଥିବା ବେଳେ ଏବେ ଦର୍ଶକଙ୍କ କ୍ରେଜ୍‌ ଦ୍ୱିଗୁଣିତ ହୋଇଛି। କାହାଣୀଟି ପସନ୍ଦ ଆସୁଥିବାରୁ ବ୍ୟବସାୟରେ ‘ଡଙ୍କି’ ରେକର୍ଡ କରିବ ବୋଲି…

ସଂସଦର ସୁରକ୍ଷା ଦାୟିତ୍ବ ନେବ ସିଆଇଏସ୍ଏଫ: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନ ପରେ ସରକାର ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ…

ମଲାଇକାଙ୍କୁ ଡିଭୋର୍ସ, ଜର୍ଜିଆଙ୍କ ସହ ବ୍ରେକଅପ୍, ଏବେ ଏହି ଯୁବତୀଙ୍କ ପ୍ରେମରେ ଉବୁଟୁବୁ ୫୬ ବର୍ଷିୟ ଅରବାଜ୍ ଖାନ୍

ମୁମ୍ବାଇ: ସଲମାନ ଖାନଙ୍କ ଭାଇ ଅରବାଜ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି | ମଲାଇକା ଆରୋରାଙ୍କ ସହ ତାଙ୍କର ପ୍ରଥମେ ପ୍ରେମ, ତା’ପରେ ବିବାହ ଏବଂ ପରେ ବିବାହ ବିଚ୍ଛେଦ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ​​| ମଲାଇକା ଠାରୁ ଅଲଗା ହେବା ପରେ ସେ ଅଭିନେତ୍ରୀ…

ମହାନ ଭକ୍ତ: ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ବିବାହ ନକରିବାକୁ ୩୧ ବର୍ଷ ପୂର୍ବେ ନେଇଥିଲେ ପ୍ରତିଜ୍ଞା, ଅଯୋଧ୍ୟାରୁ…

ଅଯୋଧ୍ୟା: ପ୍ରଭୁ ଶ୍ରୀରାମ ଏବଂ ରାମ ମନ୍ଦିର ପାଇଁ ଅତୁଟ ପ୍ରେମ ଏବଂ ଭୀଷ୍ମ ପ୍ରତିଜ୍ଞା ପରି କାହାଣୀ ସାମ୍ନାକୁ ଆସିଛି । ଆପଣ ନିଶ୍ଚୟ ଅନେକ ଭକ୍ତଙ୍କୁ ଦେଖିଥିବେ ଯେଉଁମାନେ ଭଗବାନ ଶ୍ରୀରାମଙ୍କୁ ସେମାନଙ୍କର ଆରାଧ୍ୟା ବୋଲି ମାନନ୍ତି । କିନ୍ତୁ ବୈତୁଲରେ ଜଣେ ଏପରି ସାଧୁ ବାବା ଅଛନ୍ତି ଯିଏ…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତା ସୁରେଶ ଚନ୍ଦ୍ର…

ନୂଆବର୍ଷରେ ନୂଆ ଅବତାରରେ କ୍ୟାଟ୍

ମୁମ୍ବାଇ: ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪  । ବର୍ଷ ଆରମ୍ଭରୁ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି । ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ  । ପ୍ରଥମଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଚୁଲବୁଲି ନାୟିକା…

ପାଞ୍ଚ ହଜାରରେ ବୁଲି ଯାଆନ୍ତୁ କାଶ୍ମୀର ଠାରୁ କନ୍ୟାକୁମାରୀ

ଭୁବନେଶ୍ଵର: ସମସ୍ତଙ୍କ ଜୀବନର ପ୍ରାୟତଃ ଏହି ସ୍ଵପ୍ନ ଥାଏ ଯେ ସେମାନେ ଭାରତର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ବୁଲି ଦେଖିବେ ।  ଭାରତର ବିଭିନ୍ନ ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ | କାଶ୍ମୀରର ବରଫ ଚାଦରର ସୌନ୍ଦର୍ଯ୍ୟରୁ କନ୍ୟାକୁମାରୀର ସେଇ ସୁନ୍ଦର…

ନିଆଁ ପୁଇଁବା ବେଳେ ଜଳିଗଲେ ମହିଳା: ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଢେଙ୍କାନାଳ: ପ୍ରବଳ ଶୀତରେ ଥରୁଛି ସାରା ଓଡିଶା  । ଜାଡରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ପୁଇଁ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି  । ଏହାରି ଭିତରେ ଏକ ଅଘଟଣ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଚାଉଳିଆଝରଣ ଗାଁରେ । ନିଆଁ ପୋଇଁ ହେଉଥିବା ବେଳେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ : ଆଜି ମହାପ୍ରଭୂଙ୍କୁ ନିମନ୍ତ୍ରଣ

ପୁରୀ : ଓଡିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୂ ଜଗନ୍ନାଥ  । ଆମର ବିବାହ ହେଉ , ଘର ପ୍ରତିଷ୍ଠା ହେଉ , ବ୍ରତଘର ହେଉ କିମ୍ବା  କାନ ଫୋଡା ହେଉ , ପ୍ରତିଟି ଶୁଭ କାର୍ଯ୍ୟରେ ଶ୍ରୀ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦିଆଯାଏ । ଏବଂ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ନିଆଯାଇଥାଏ । କିଭଳି ଭାବେ…

ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦କୋଟି ଠକେଇ : ଦମ୍ପତ୍ତି ଅଟକ

ଭୁବନେଶ୍ବର : ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ । ଗଞ୍ଜାମ ଆସିକାର ଦମ୍ପତ୍ତିଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନାରେ ଅକ୍ଷୟ ଗୌଡ ଓ ତାଙ୍କ ପତ୍ନୀଙ୍କୁ  ପଚରାଉଚରା କରାଯାଉଛି । ଭୁବନେଶ୍ବରରେ ସମ୍ପୃକ୍ତ ଦମ୍ପତ୍ତିଙ୍କ ନାଁରେ ୬ରୁ ଉର୍ଦ୍ଧ୍ବ ମାମଲା…