Latest Odisha News

BREAKING NEWS

ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ ହିମାଳୟ ଗ୍ଲାସିୟର

ୱାଶିଂଟନ: ଦ୍ରୁତ ଗତିରେ ତରଳିବାରେ ଲାଗିଛି ହିମାଳୟର ଗ୍ଲାସିୟର । କିନ୍ତୁ ଏକ ନୂତନ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଉପସ୍ଥାପନ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ବିଶ୍ୱର ସର୍ବୋଚ୍ଚ ପର୍ବତମାଳାରେ ଗ୍ଲାସିୟର ତରଳିବା ବିଶ୍ୱ ଜଳବାୟୁ ସଙ୍କଟର ପ୍ରଭାବକୁ ମନ୍ଥର କରିବ। ଏନେଇ ନେଚର ଜିଓ…

ଅଣଓଡ଼ିଆ ହୋଇ ଓଡ଼ିଆଙ୍କୁ ଅନ୍ଧ କହିବା ରାଜ୍ୟବାସୀଙ୍କ ପାଇଁ ଲଜ୍ଜା: ବିଜେପି

ଭୁବନେଶ୍ୱର: ରୂପାନ୍ତରୀକରଣ ନାଁରେ ବିଜେଡି ଲୋକଙ୍କୁ ଭୁଆଁ ବୁଲାଉଛି। କିଛି ଦିନ ତଳେ ବିଜେଡିରେ ଯୋଗ ଦେଇଥିବା ଭି କେ ପାଣ୍ଡିଆନ ଓଡ଼ିଆ ଲୋକଙ୍କୁ ଅନ୍ଧ କହୁଛନ୍ତି। ଏହା ରାଜ୍ୟବାସୀଙ୍କ ପାଇଁ ଲଜ୍ଜା ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର। ଭି କେ ପାଣ୍ଡିଆନ ଓଡ଼ିଶା…

ଆଜିଠୁ କଂଗ୍ରେସର “ଦେଶ ପାଇଁ ଦାନ” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ୧୮ ଡିସେମ୍ବର ଠାରୁ ୨୮ ଡିସେମ୍ବର ଦଶ ଦିନ ପର୍ଯ୍ୟନ୍ତ ଭାରତ ବର୍ଷର ଜନସାଧାରଣଙ୍କ ପାଖରୁ “ଦେଶ ପାଇଁ ଦାନ” କାର୍ଯ୍ୟକ୍ରମ ଜାରି ରହିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମ…

୮ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କଲା NIA

ନୂଆଦିଲ୍ଲୀ: ୪ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି ୮ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି NIA । ଆଜି ସକାଳୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ ୧୯ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। ଅପରାହ୍ନରେ ୮ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆପତ୍ତିଜନ…

ବିଜେବି କଲେଜ ପୁରାତନ ଛାତ୍ର ସଂଘ ର “ବିଜେବି ଫ୍ରେଣ୍ଡସ” ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର: ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ" ର ବନ୍ଧୁ ମିଳନ ଉତ୍ସବ ଗତକାଲି (ରବିବାର) ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି । ସକାଳୁ ସକାଳୁ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଞ୍ଚିବା ପରେ ବକ୍ସି ଜଗବନ୍ଧୁ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ…

ବିଜୁଳି ଭିତ୍ତିଭୂମି ବିକାଶ ନାଁରେ ୧୫ ହଜାର କୋଟି ବ୍ୟୟବରାଦ ଆଉ ଏକ ମହାଠକେଇ: କଂଗ୍ରେସ

ଭୁବନେଶ୍ୱର: ବିଜୁଳି ଭିତ୍ତିଭୂମି ବିକାଶ ନାଁରେ ହୋଇଛି ମହାଠକେଇ। ଏହା କହି ସରକାରଙ୍କ ବିରୁଦ୍ଧରେ ଆଉ ଏକ ଠକେଇର ଅଭିଯୋଗ ଆଣିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ସେ ଏପରି କହିଛନ୍ତି। ବିଜୁଳି ବିଭାଗର ଭିତ୍ତିଭୂମିର…

ମଲା କୁକୁଡାକୁ ନେଇ ବଚସାରୁ ହତ୍ୟାକାଣ୍ଡ, ଜାଣନ୍ତୁ ପୁରା ଘଟଣାକ୍ରମ… କେତେବେଳେ ଘଟଣା ସାମ୍ନାକୁ ଆସିଲା

ସୁନ୍ଦରଗଡ: ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଦୁଇ ଜଣ ଗ୍ରାମବାସୀଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଗତ ୧୬ ତାରିଖରେ କେ. ବୋଲଙ୍ଗ ଥାନା ଅନ୍ତର୍ଗତ ଅମରୁଡି ଗାଁରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଜୁରା ମୁଣ୍ଡା ସୋମବାର ଥାନାରେ ଆତ୍ମସମର୍ପଣ କରି ନିଜ…

ଜଗତସିଂହପୁର ରେ ୫ ଦିନ ବ୍ୟାପି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଜଗତସିଂହପୁର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଫିତା କାଟି ଏହି…

ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା: ରିପୋର୍ଟ ଦାଖଲ କଲା ASI

ଲକ୍ଷ୍ନୌ:ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବିଜ୍ଞାନଭିତ୍ତିକ ସର୍ଭେ ରିପୋର୍ଟ ଦାଖଲ କଲା ଏଏସଆଇ। ବାରାଣାସୀ କୋର୍ଟରେ ବନ୍ଦ ଲଫାପାରେ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି ।କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହୋଇଥିଲା ସର୍ଭେ । ଡିସେମ୍ବର ୧୧ ତାରିଖରେ ସର୍ଭେ…

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କେବେ ଘୋଷଣା ହେବ, ସ୍ପଷ୍ଟ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ନୀତୀଶ, ମମତା, ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିଓ୍ବାଲ, ଶରଦ ପାଓ୍ୱାରଙ୍କ ଭଳି ମୋଦୀ ବିରୋଧୀ ନେତା ମେଣ୍ଚରେ ରହିଛନ୍ତି। ଏପରି ସ୍ଥିତିରେ ଭିନ୍ନ ଭିନ୍ନ ସମୟରେ ଏହିସବୁ…