ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଉରକେଲା ଝାଡାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ ରହିଛି । ସେପଟେ ରାଉରକେଲା ଝାଡାବାନ୍ତିରେ ମୃତ୍ୟୁ ପଛରେ ହଇଜା ଜୀବାଣୁ ଥିବା ସ୍ପଷ୍ଟ ହୋଇଛି । ହଇଜା ଜୀବାଣୁ ଚିହ୍ନଟ…