ଭାଷା ଭାଗବତ : ପରଂପରା ଲୁପ୍ତ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ପରଂପରା ହେଲାଣି ଲୁପ୍ତ
ତାହା ହେବା ପୁନର୍ଜୀବିତ
ନୁହେ ସହଜସାଧ୍ୟ କାର୍ଯ
ଅଥବା ନୁହେ ଅନିବାର୍ଯ
ଯାହା ହୋଇଗଲାଣି ମୃତ
ତାହା ହେଲାଣି ସ୍ମୃତିଗତ
ସେହି ରୂପରେ ତାହା ଥାଉ
ଅତୀତ ତୃପ୍ତିଦାୟୀ ହେଉ
ଇତିହାସରେ କରି ବାସ
ଯେ ପାଏ…