Latest Odisha News

BREAKING NEWS

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷାବିତ ଓ ସାହିତ୍ୟିକମାନଙ୍କ ସହ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଭାଷାବିତ ଓ ସାହିତ୍ୟିକମାନଙ୍କ ସହ ଆଲୋଚନା କରାଯାଇଛି ଏହି ଆଲୋଚନାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ…

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିନୋଦ ମହାରଣା ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେ଼ମୀ ଦ୍ଵାରା ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଏକାଡେମୀ କାର୍ଯ୍ୟାଳୟରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ସମ୍ବର୍ଦ୍ଧିତ…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ

ଭୁବନେଶ୍ୱର :  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂଗ୍ରହାଳୟର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଗ୍ୟାଲେରୀରେ…

ଦେଶରେ ଅଛନ୍ତି ୭୧୮ ସ୍ନୋ ଲିଓପାର୍ଡ, ଲଦାଖରେ ସର୍ବାଧିକ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ଦ୍ୱାରା ସ୍ନୋ ଲିଓପାର୍ଡ ଗଣତି କରାଯାଇଛି । ଏହି ଗଣନାରେ ଦେଶରେ ୭୧୮ ସ୍ନୋ ଲିଓପାର୍ଡ ରହିଥିବା ଜଣାପଡିଛି । ଯାହାକୁ ନେଇ ପରିବେଶପ୍ରେମୀ ଓ ପଶୁପ୍ରେମୀମାନେ ଉତ୍ସାହିତ ହୋଇ ପଡିଛନ୍ତି । କେନ୍ଦ୍ର ଜଳବାୟୁ ଜଙ୍ଗଲ ଓ ପରିବେଶ…

୧୯ ବର୍ଷରୁ କମ ବିଶ୍ୱକପ: ସୁପର ସିକ୍ସରେ ନ୍ୟୁଜିଲାଣ୍ଡକୁ ୨୧୪ ରନର ହରାଇଲା ଭାରତ

ବ୍ଲୋମଫୋର୍ଟନ: ଚଳିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ଭାରତ ସୁପର ସିକ୍ସ ଅଭିଯାନ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ କରିଛି । ଗ୍ରୁପ ୧ ମୁକାବିଲାରେ ଭାରତ ୨୧୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ୱିକେଟ ବିନିମୟରେ ୨୯୫ ରନ କରିଥିଲା । ମୁଶୀର ଖାଁ…

ରାଜ୍ୟପାଳ ରଘୁବର ଦାସ ଦେଖିବେ ଫିଲ୍ମ “ଶାନ୍ତି ଆପାର୍ଟମେଣ୍ଟ”

ଭୁବନେଶ୍ବର: ଫେବୃଆରୀ ୨ରେ ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’ । ରାଜ୍ୟପାଳ ରଘୁବର ଦାସ ଏହି ସିନେମା ଦେଖିବେ । ଏଥିପାଇଁ ଚଳଚ୍ଚିତ୍ରର ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ସହ ପ୍ରିମିୟରରେ ଯୋଗ…

ମାନବ ମସ୍ତିଷ୍କରେ ଚିପ୍ ପ୍ରତିରୋପଣ ସଫଳ ହୋଇଛି : ଏଲନ ମସ୍କ

ଓ୍ବାଶିଂଟନ: ଏବେ ହାତ ନୁହେଁ ମସ୍ତିଷ୍କ ନିର୍ଦ୍ଦେଶରେ ଚାଲିବ ଫୋନ ଓ କମ୍ପ୍ୟୁଟର। ବ୍ରେନରେ ଚିପ ପ୍ରତିରୋପଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କ। ନ୍ୟୁରୋଲିଙ୍କ କମ୍ପାନୀ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ସଫଳ ହୋଇଛି ବୋଲି ସେ ଘୋଷଣା କରିଛନ୍ତି ।ଯେଉଁ…

କଂଗ୍ରେସର ସାଂଗଠନିକ ପରିବର୍ତ୍ତନ: ମିନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାପତି ନିଯୁକ୍ତ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠୁଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ…

ଲୋକସଭା ନିର୍ବାଚନ: ୟୁପିରେ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସପା

ଲକ୍ଷ୍ନୌ:  ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଜାରି କଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା। କିଏ କେଉଁଠି ନିର୍ବାଚନ ଲଢ଼ିବେ ସପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର…

ବଜେଟ ଅଧିବେଶନ ପୂର୍ବରୁ ଗୃହକୁ ଫେରିବେ ନିଲମ୍ବିତ ୧୪୬ ସାଂସଦ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଚଳିତ ଅଧିବେଶନ ପୂର୍ବରୁ ସମସ୍ତ ନିଲମ୍ବିତ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ।ଗତ ଶୀତ ଅଧିବେଶନରେ ହଟ୍ଟଗୋଳ ଓ ଅଶୋଭନୀୟ ଆଚରଣ ପାଇଁ ଉଭୟ ଗୃହର ୧୪୬ସାଂସଦକୁ ନିଲମ୍ବିତ କରାଯାଇଥିଲା । ସମସ୍ତଙ୍କ ଉପରୁ ନିଲମ୍ବନ…