Latest Odisha News

BREAKING NEWS

ବିଜେପି ୧୫ ଲୋକସଭା ଆସନ ଦଖଲ କରିବ, ଧର୍ମେନ୍ଦ୍ରଙ୍କ ଆକଳନକୁ ନେଇ ତେଜିଲା ବୟାନବାଜି

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିଜୟ ପରେ ଉତ୍ସାହିତ ବିଜେପି ଆଗାମୀ ଦିନରେ ଓଡ଼ିଶାର ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆଶା ରଖିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୧୫ ସାଂସଦ ଜିତିବା ତାଙ୍କ ଦଳର ଲକ୍ଷ୍ୟ।…

ଆସନ୍ତାକାଲି ଏକାମ୍ର ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତାକାଲି ଏକାମ୍ର ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଆପରାହ୍ନରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଲିଙ୍ଗିପୂର୍…

ବିଜ୍ଞାନ ମେଳା ପରେ ଛାତ୍ର ରାତିରେ ହଣ୍ଡା ମାଜିବା ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ 

ପୁରୀ: ବିଜ୍ଞାନ ମେଳାକୁ ଆସି ସ୍କୁଲ ଛାତ୍ର ଦୟାନଦୀରେ ହଣ୍ଡା ମାଜିବା ଘଟଣା। କଣାସ ବ୍ଲକ ବେଣାଗାଁ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି। ନୋଟିସ ଜାରି କଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାସ। ଦୁଇଦିନ ମଧ୍ୟରେ…

ହମାସ ଦମ୍ଭ ଭାଙ୍ଗଛି, ଯୁଦ୍ଧବିରାମ ଚର୍ଚ୍ଚା ନେଇ ପ୍ରସ୍ତୁତ

ଗାଜା: ଇସ୍ରାଏଲ ଘନ ଘନ ଆକ୍ରମଣରେ ହମାସର ଦମ୍ଭ ଭାଙ୍ଗିଛି । ଗାଜାରେ ଶାସନ କରୁଥିବା ଫିଲିସ୍ତିନୀ ସମୂହ ବିନା ସର୍ତରେ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି । ହମାସର ବରିଷ୍ଠ ନେତା ଇସମାଇଲ ହାନିୟେହ ଏହା କହିଛନ୍ତି । ଇସ୍ରାଏଲ ଆକ୍ରମଣ ରୋକିବା ପାଇଁ ଆମେ ସମସ୍ତ ପ୍ରକାଣ ବୁଝାମଣାରେ ରାଜି…

କଳାଟଙ୍କା ଜବତ ଘଟଣାରେ ନେଇ ବର୍ଷିଲା ବିଜେପି: କହିଲା, ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର: ଆଇଟି ରେଡ ବେଳେ ରାଜ୍ୟରୁ ଜଣେ ମଦ ବ୍ୟବସାୟୀଙ୍କ ପାଖରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ବିଜେଡି ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି । ରାଜ୍ୟରୁ ଏତେ ପରିମାଣର କଳାଟଙ୍କା ଜବତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୈତିକତା ଦୃଷ୍ଟିରୁ ଇସ୍ତଫା…

ଅଭୁଲା ୨୦୨୩: ଗୁଗୁଲରେ ସବୁଠାରୁ ଖୋଜା ଯାଇଥିବା ଆମ୍ବ ଆଚାର, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି

ଭୁବନେଶ୍ଵର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରକାଶ ପାଇଛି ଗୁଗୁଲର ବାର୍ଷିକ ସନ୍ଧାନ ତାଲିକା । ଚଳିତବର୍ଷ ଗୁଗୁଲରେ ଭାରତର ସବୁଠାରୁ ଅଧିକ ଖୋଜା ଯାଇଥିବା ରେସିପିର ତାଲିକା ପ୍ରକାଶ ପାଇଛି । କୌତୁହଳର ବିଷୟ ଏହା ଯେ, ଚଳିତ ବର୍ଷ ଆମ ଦେଶର ପାରମ୍ପାରିକ ଦେଶୀ ଖାଦ୍ୟ ସବୁ ଖାଦ୍ୟକୁ ପଛରେ…

ହଷ୍ଟେଲରେ ବୋମା ତିଆରି ବେଳେ ବିସ୍ଫୋରଣ, ୨ଛାତ୍ର ଗୁରୁତର

ଲକ୍ଷ୍ନୌ: ହଷ୍ଟେଲ ରୁମରେ ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର। ଉତ୍ତରପ୍ରଦେଶର ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୋମା ତିଆରି ବେଳେ ହଷ୍ଟେଲ୍ ରୁମରେ ଅଚାନକ ବିସ୍ଫୋରଣ ହୋଇଥିଲା । ଜଣେ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ପୁଣି ଆଜବେଷ୍ଟସ୍ ଭାଙ୍ଗି ଲୁଟିନେଲେ..

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ଲୁଟେରାଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି  । ପ୍ରତିଦିନ ଚୋରୀ , ରାହାଜାନି ଭଳି ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ଗତ କିଛି ଦିନ ତଳେ ଦୋକାନ ଆଜବେଷ୍ଟସ ଭାଙ୍ଗି ଚୋର ମାନେ ସୁନାଗହଣା ଓ ଟଙ୍କା ଲୁଟି ନେଇଥିବାବେଳେ ଆଜି ମଧ୍ୟ…

ଓଡିଶା ରାଜନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ହେବ, ବିଜେପି ସରକାର ଗଠନ କରିବ: ମନମୋହନ ସାମଲ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ବର୍ତମାନ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଧାୟକ, ମନ୍ତ୍ରୀଙ୍କ କଥାର କୌଣସି ଗୁରୁତ୍ୱ ନାହିଁ । ଲୋକଙ୍କ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମାଇନର ଇରିଗେସନ ସେକ୍ସନ ଅଫିସର । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଭୁବନେଶ୍ବର କ୍ଷୁଦ୍ର ଜଳସେଚନ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର ଶୁଭକାନ୍ତ ସ୍ଵାଇଁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ଏକକାଳୀନ ତିନୋଟି…