ଅନ୍ଧବିଶ୍ବାସର ଅନ୍ଧଗଳିରେ ହଜିଛି ସମାଜ, ମନକୁ ମନ ଜଳିଯାଉଛି ଘର, ଗୁଣି ଗାରେଡି ସନ୍ଦେହ
ଯାଜପୁର: ବିଜ୍ଞାନ ଯେତେ ଆଗଉ ନା କାହିଁକି ଆଜି ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ରହିଛି ସମାଜ । ଯାଜପୁର ବ୍ଲକ ଗୋବିନ୍ଦପୁର ଗାଁରେ ଗତ କିଛି ଦିନ ହେଲା ଘଟୁଛି ଆକସ୍ମିକ ଘଟଣା । ଚାହୁଁ ଚାହୁଁ ଲାଗି ଯାଉଛି ନିଆଁ । ଘରର କବାଟ ,ଝରକା ଠାରୁ ଆରମ୍ଭ କରି ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ରେ…