ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ: ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷରେ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ରେ ହେବ । ଏଥିପାଇଁ ସମସ୍ତ ୧୦ ଫ୍ରାଂଚାଇଚ ସେମାନଙ୍କ ପ୍ରସ୍ତୁତି ଶେଷ କରିଛନ୍ତି । ବୁଧବାର ଆଇପିଏଲର ବ୍ରାଣ୍ଡଭାଲ୍ୟୁ ସମ୍ପର୍କୀତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ…