ଦିଲ୍ଲୀ ଏନସିଆର ର୍ୟାପିଡ ରେଲ ପ୍ରୋଜେକ୍ଟ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ରେଲ ପ୍ରୋଜେକ୍ଟ ନେଇ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ଭର୍ତ୍ସନା କରିଛି । ଏହି ପ୍ରୋଜେକ୍ଟ ପାଇଁ ଅର୍ଥର ଅଭାବ ରହିଛି ବୋଲି ଦିଲ୍ଲୀ ସରକାର ପକ୍ଷରୁ କୁହାଯାଇଥିଲା । ସୁପ୍ରିମକୋର୍ଟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜ୍ଞାପନ…