ସଂସଦର ମୌସୁମୀ ଅଧିବେସନରେ ୟୁନିଫର୍ମ ସିଭିଲ୍ କୋଡ଼ ବିଲ୍ ଆଣିବାକୁ ପ୍ରସ୍ତୁତିରେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ଉପରେ ଚର୍ଚ୍ଚା ପାଇଁ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସଂସଦୀୟ ସ୍ଥାୟୀ କମିଟି ନିକଟକୁ ଏହି ବିଲ୍ ପଠାଯାଇପାରେ ବୋଲି ସୂଚନା ମିଳିଛି।…