Latest Odisha News

BREAKING NEWS

ଯାତ୍ରୀବାହୀ ବସ୍ ଓଲଟି ଜଣେ ମୃତ, ୧୫ ଆହତ

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଜଣ ଆହତ । ଭଦ୍ରକ ଜିଲ୍ଲା ସାବରଙ୍ଗ ହାଇସ୍କୁଲ୍ ନିକଟରେ ଘରୋଇ ଯାତ୍ରୀବାହୀ ବସ୍ କ୍ରିଷ୍ଣା ଦୁର୍ଘଟଣାଗ୍ରସ୍ତ ହୋଇଛି । ଘରୋଇ ବସ୍ ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।…

ଦିନିକିଆ ବିଶ୍ୱକପ: ୩୪ ଦିନରେ ଟିମ ଇଣ୍ଡିଆ ଯାତ୍ରା କରିବ ୧୦ ହଜାର କିଲୋମିଟର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟର ୨୦୨୩ ସଂସ୍କରଣ ଭାରତରେ ଆୟୋଜିତ ହେଉଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ଏହାକୁ ଆୟୋଜନ କରୁଛି । ଟିମ ଇଣ୍ଡିଆ ୯ଟି ଲିଗ ମ୍ୟାଚ ୯ଟି ଅଲଗା ଅଲଗା ସହରରେ ଖେଳିବ । ଅନ୍ୟ କୌଣସି ଟିମକୁ ଏତେ ମାତ୍ରାରେ ଅଲଗା ଅଲଗା ସହରରେ ମ୍ୟାଚ ଖେଳିବାକୁ ପଡିବ…

ଆପରେ ସାମିଲ ହେଲେ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ

ନୂଆଦିଲ୍ଲୀ:ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ଆମ ଆଦମୀ ପାର୍ଟି (AAP)ରେ ସାମିଲ ହୋଇଛନ୍ତି । ଗୁରୁବାର ଲ୍ଲୀସ୍ଥିତ ଆପ୍ କାର୍ଯ୍ୟାଳୟରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ମଧ୍ୟପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ବଳ ବଢାଇବାର ପ୍ରୟାସ ଜାରି ରଖିଛି ଆପ । ନିର୍ବାଚନ…

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ମିଳିବ ତିନି ଲକ୍ଷ…

ଭୁବନେଶ୍ୱର : ଗତ  କାଲି ବାହୁଡା଼ ଯାତ୍ରା ସମୟରେ  କେନ୍ଦୁଝର  ଜିଲ୍ଲା କେନ୍ଦୁଆ ଗ୍ରାମରେ ଦୁର୍ଘଟଣାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ  ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ  ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ  ପରିବାର…

ଗୁରୁତର ରୋଗରେ ପୀଡିତ ବାଇଡେନ; ରାତିରେ ଶୋଇ ପାରୁ ନ ଥିବାରୁ ନେଉଛନ୍ତି ମେସିନର ସାହାଯ୍ୟ

ନୂଆଦିଲ୍ଲୀ:ବିଶ୍ୱର ଶକ୍ତିଶାଳୀ ଦେଶର ନେତା ଗୁରୁତର ରୋଗରେ ଆକ୍ରାନ୍ତ । ସେ ରାତିରେ ଠିକ ଭାବେ ଶୋଇ ପାରନ୍ତି ନାହିଁ  ।  ଶୋଇବା ପାଇଁ ସେ କଣ୍ଟିନିଉଅସ ଏୟାରୱେ ପ୍ରେସର ମେସିନ ବା CAPAର  ସାହାଯ୍ୟ ନେଇଥାନ୍ତି । ହଁ, ଆମେ କହୁଛୁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କଥା ।…

ଦୁର୍ଘଟଣାର ୨୮ବର୍ଷ ପରେ ଘରେ ପହଞ୍ଚିଲା ଗିରଫ ୱାରେଣ୍ଟ, ନିର୍ଦ୍ଦେଶନାମା ଦେଖି କାନ୍ଦି ପକାଇଲେ ବୃଦ୍ଧ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରବାଙ୍କିରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ୨୮ ବର୍ଷ ପୂର୍ବେ ସେଠାରେ ହୋଇଥିବା ଏକ ବସ ଦୁର୍ଘଟଣାରେ ଏକ ମଇଁଷିର ମୃତ୍ୟୁ  ହୋଇଥିଲା । ଏବେ ଏହି ମାମଲାର ବିଚାର କରି ବରେଲି ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବାରବାଙ୍କି ନିବାସୀ ଜଣେ ୮୩ ବର୍ଷିୟ…

ପାଣିପାଗ ବିଭାଗର ଚେତାବନୀ: ଏହି ଦୁଇ ଦିନ ପାଇଁ ଜାରି କଲା ୟେଲୋ ୱାର୍ଣିଂ

ଭୁବନେଶ୍ୱର: ଆଗାମୀ ୫ଦିନ ପାଇଁ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହେଲା ସତର୍କ ସୂଚନା । ରାଜ୍ୟର କେତେକାଂଶରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ…

ଖୁବ୍‌ଶୀଘ୍ର ଆସୁଛି ‘କୌନ ବନେଗା କରୋଡ଼ପତି ୧୫’, ପରିବର୍ତ୍ତନ ହେବ କେବିସିର କିଛି ନିୟମ

ମୁମ୍ବାଇ: ବହୁ ଚର୍ଚ୍ଚିତ ତଥା ଲୋକ ପ୍ରିୟ ରିୟଲିଟି ସୋ କୌନ ବନେଗା କରୋଡ଼ପତି ଏବେ ପୁଣି ଏକ ନୂଆ ସଂସ୍କରଣ ନେଇ ଆସୁଛି। ଖୁବ୍‌ଶୀଘ୍ର କୌନ ବନେଗା କରୋଡ଼ପତିର ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି। ସୋନି ଟିଭିର କୁଇଜ୍ ରିଆଲିଟି ସୋ 'କୌନ ବନେଗା କରୋଡ଼ପତି ୧୫'ର ପ୍ରଥମ ପ୍ରୋମୋ ସୋନି ଟିଭିର…

ଜଗତସିଂହପୁର ଜିଲ୍ଲାରେ ୫ଟି ସଚିବ: ଏପଟେ ସ୍ୱାଗତ, ସେପଟେ ବିରୋଧ

ପାରାଦୀପ:ଏପଟେ ସ୍ୱାଗତ ସେପଟେ ବିରୋଧ । ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ୫ଟି ସଚିବ ପାଣ୍ଡିଆାନଙ୍କ କାର୍ଯ୍ୟକଳାପକୁ ନେଇ ଉଭୟ ବିଜେପି ଓ କଂଗ୍ରେସ କଡା ବିରୋଧ କରୁଥିବାବେଳେ ଜଗତସିଂପୁରରେ ବିଜେପି ଖୋଲାଖୋଲି ବିରୋଧ କରିଛି ।…

ଖାଇଗଲେ ପିଡ଼ିଏସ ଚାଉଳ, ବାବୁଙ୍କ ଦରମା ବନ୍ଦ କଲା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବଡ଼ ଧରଣର ପିଡ଼ିଏସ ଚାଉଳ ଘୋଟାଲା । ୬ ଟି ପଞ୍ଚାୟତର ୯ ହଜାରରୁ ଉର୍ଦ୍ଧ୍ୱ ଗରୀବ ହିତାଧିକାରୀଙ୍କ ହଜାର ହଜାର କୁଇଣ୍ଟାଲ ମାଗଣା ପିଡ଼ିଏସ ଚାଉଳକୁ ବାଣ୍ଟିକୁଣ୍ଟି ଖାଇଗଲେ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ବାବୁ ମାନେ । କିନ୍ତୁ ଏବେ ନିଦ ଭାଙ୍ଗିଲା…