ଦୀର୍ଘ ୫ ମାସ ପରେ ଆନ୍ଦୋଳନରୁ ଓହରିଲେ କୁସ୍ତି ଯୋଦ୍ଧା, ଏବେ ଲଢ଼େଇ କୋର୍ଟରେ ଚାଲିବ
ନୂଆଦିଲ୍ଲୀ: ଦୀର୍ଘ ୫ ମାସ ଧରି ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୁସ୍ତି ଯୋଦ୍ଧାମାନେ ଶେଷରେ ଆନ୍ଦୋଳନ ସ୍ଥଗତି ରଖିବାକୁ ଘୋଷଣା କରିଛନ୍ତି। ଏବେ ଆଉ ରାସ୍ତାରେ ନୁହେଁ କୋର୍ଟରେ ଚାଲିବ ଲଢ଼େଇ। ଏଥିପାଇଁ ଆଇନଗତ ଦିଗରେ ସଜବାଜ…