ଆରଏସଏସ ପତ୍ରିକା ପଂଚଜନ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା
ନୂଆଦିଲ୍ଲୀ: ୨୫ ଜୁନ ୧୯୭୫ରେ ସେ ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଏର୍ମଜେନ୍ସି ଶାସନ ଲାଗୁ କରିଥିଲେ । ଏହାର ୪୮ ବର୍ଷ ପୂର୍ତି ଅବସରରେ ଆରଏସଏସ ତାର ପତ୍ରିକା ପଂଚଜନ୍ୟରେ ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା କରାଯାଇଛି । କଭର ପେଜରେ ହିଟଲର ଓ ଇନ୍ଦିରାଙ୍କ ଫଟୋ…