Latest Odisha News

BREAKING NEWS

ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ଉପରକୁ ଗୁଳିମାଡ଼

ଓଟାୱା: ପଞ୍ଜାବୀ ଗାୟକ ଗିପ୍ପି ଗ୍ରେୱାଲଙ୍କ ଘର ଉପରକୁ ହୋଇଛଇ ଗୁଳିମାଡ଼ । ତାଙ୍କର କାନାଡାସ୍ଥିତ ବଙ୍ଗଳା ଉପରେ ଶନିବାର ଏହି ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ ପାଇଁ କୁଖ୍ୟାତ ଅପରାଧିକ ଗୋଷ୍ଠୀ ଲରେନ୍ସ ବିଷ୍ଣୋଇ ଗ୍ରୁପ୍ ନିଜକୁ ଦାୟୀ କରିଛି । ଗିପ୍ପି ଗ୍ରେୱାଲଙ୍କ ବଙ୍ଗଳା କାନାଡାର…

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

ଭୁବନେଶ୍ୱର : ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ଓଡ଼ିଶା ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଶନିବାର କିସ୍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଲେ,…

‘ଆନିମଲ୍‌’ ଫିଲ୍ମ ପାଇଁ ଫିଗର ବନାଇବାକୁ ବବିଙ୍କୁ ଲାଗିଥିଲା ୪ ମାସ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ଫିଲ୍ମ ‘ଆନିମଲ୍‌’ର ଟ୍ରେଲର । ଏହି ଫିଲ୍ମକୁ ନେଇ ରଣବୀର କପୁରଙ୍କ ପରେ ଯଦି କିଏ ବେଶି ଚର୍ଚ୍ଚାରେ ଅଛନ୍ତି, ସିଏ ହେଉଛନ୍ତି ବବି ଦେଓଲ । କାରଣ ସେ ତାଙ୍କ ଫିଗର ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବବିଙ୍କୁ ତାଙ୍କର ଏହି ଫିଟ୍‌ନେସ୍ ବନାଇବା…

୨୯ରେ ବିବାହ କରିବେ ରଣଦୀପ ହୁଡ୍ଡା

ମୁମ୍ବାଇ: ଆଉ ମାତ୍ର ୩ ଦିନ ପରେ ଅର୍ଥାତ୍ ଆସନ୍ତା ୨୯ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ । ଏହି ବିବାହ ଉତ୍ସବ ମଣିପୁରରେ ଆୟୋଜିତ ହେବ । ଏଥିରେ କେବଳ ଉଭୟଙ୍କ…

ଇସ୍ରାଏଲର ଗୁପ୍ତଚର ସନ୍ଦେହ: ୩ ଜଣଙ୍କୁ ସର୍ବସାଧାରଣରେ ଫାଶୀ ଦେଲା ହମାସ୍‌

ଗାଜା: ଇସ୍ରାଏଲ ସୈନ୍ୟମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ପାଲେଷ୍ଟାଇନ ଗୋଷ୍ଠୀ ପଶ୍ଚିମ ତଟରେ ୩ ଜଣଙ୍କୁ ଫାଶୀ ଦେଇଛନ୍ତି । ସେମାନେ ହେଲେ ୩୧ ବର୍ଷୀୟ ହମଜା ମୁବାରକ ଓ ୨୯ ବର୍ଷୀୟ ଆଜମ ଜୁବ୍ରା । ଆଉ ଜଣଙ୍କର ପରିଚୟ ମିଳିନାହିଁ । ମୃତକମାନେ ଇସ୍ରାଏଲ ସେନାକୁ ସୂଚନା ଦେଇଥିବା ଅଭିଯୋଗ…

ବିଜୟ ହଜାରେ ଟ୍ରଫି: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରେଲୱେ ନିକଟରୁ ହାରିଲା ଓଡିଶା

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ଶନିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରେଲୱେ ନିକଟରୁ ଓଡିଶା ପରାଜୟବରଣ କରିଛି । ଓଡିଶା ୨ ଦିନ ତଳେ ତ୍ରିପୁରା ବିପକ୍ଷରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବ୍ୟାଟିଂ ରେଲୱେ ୪୦ ଓଭରରେ ୧୯୩ ରନ କରିଥିଲା । କର୍ଣ୍ଣ ଶର୍ମା…

ହିଂସ୍ର ଜନ୍ତୁଙ୍କ ମଝିରେ ପଶି ଖାଦ୍ୟ ଦେଉଛନ୍ତି ଯୁବକ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଭିଡିଓ ଦେଖିବାକୁ ମିଳିଥାଏ । ସେଥିରୁ କେତେକ ଭିଡ଼ିଓ ବେଳେ ବେଳେ ଆଶ୍ଚର୍ଯ୍ୟ କରିଥାଏ । ଏବେ ସେମିତି ଏକ ଭିିଡ଼ିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ । ଏଥିରେ ୨ ଜଣ ବ୍ୟକ୍ତିଙ୍କୁ ହିଂସ୍ର…

ଓଆରଓପିରେ ଅସଙ୍ଗତି ଅଭିଯୋଗ, ୧୨ ଘଣ୍ଟା ଧରି ପୂର୍ବତନ ସୈନିକଙ୍କ ପ୍ରତିବାଦ

ପଟିଆଲା: ଦେଶର ପୂର୍ବତନ ସୈନିକମାନେ 'ଏକ ପଦ ଏକ ପେନସନ' (ଓଆରଓପି) ଯୋଜନାରେ ଅସଙ୍ଗତି ଥିବା ଅଭିଯୋଗ ଆଣି ପଞ୍ଜାବର ପଟିଆଲାସ୍ଥିତ ଶମ୍ଭୁ ରେଳ ଷ୍ଟେସନରେ ଶନିବାର ପ୍ରାୟ ୧୨ ଘଣ୍ଟା ଧରି ରେଳ ଧାରଣାରେ ପ୍ରତିବାଦ କରିଥିଲେ। ସରକାରୀ ରେଳବାଇ ପୁଲିସ (ଜିଆରପି) ଅଧିକାରୀଙ୍କ କହିବାନୁସାରେ…

ଟନେଲରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ୩ ଅସୁସ୍ଥ,ପଠାଗଲା ଆବଶ୍ୟକ ଔଷଧ

ଉତ୍ତରକାଶୀ: ଉତ୍ତରକାଶୀର ଟନେଲ ତଳେ ଦୀର୍ଘ ୧୪ ଦିନ ହେଲା ଫସିଥିବା ୪୧ ଶ୍ରମିକ ଏବେ ମରଣ ସହ ସଂଘର୍ଷ କରୁଛନ୍ତି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚିି ପାରୁନି ରେସ୍କ୍ୟୁ ଟିମ । ସେପଟେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ…

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତକାଟ୍

ଭୁବନେଶ୍ୱର: ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତକାଟ୍। ରାଜଧାନୀ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ କଳିଙ୍ଗ ପୁସ୍ତକମେଳାର ସଭାରେ ବିଶ୍ୱଭୂଷଣ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ରାଜ୍ୟପାଳ ବିଶ୍ୱଭୂଷଣଙ୍କ କାର୍ଯ୍ୟକ୍ରମରେ ବିଦ୍ୟୁତକାଟ୍ ହୋଇଥିବା ଦେଖିବାକୁ ମିଳିଛି। ତେବେ…