ଜୁସ୍ ପିଇ ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନ୍ଲିସା
ଭୁବନେଶ୍ୱର: ଆମରଣ ଅନଶନ ଭାଙ୍ଗିଲେ ଚଳଚ୍ଚିତ୍ର ପ୍ରଯୋଜିକା ସନ୍ଲିସା ପଟେଲ । ୩ ଦିନ ହେଲା ସେ ୫ ଦଫା ଦାବି ନେଇ ଅନଶନରେ ବସିଥିଲେ । ଆଜି ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରଯୋଜିକା ସନଲିସା ପଟେଲ୍ ବସିଥିବା ଆମରଣ ଅନଶନସ୍ଥଳରେ ପହଞ୍ଚିଥିଲେ । ସେ…