ଏନ୍ଏସ୍ଟିଆଇ ପ୍ଲସ୍ର ଭିତ୍ତିପ୍ରସ୍ତର ସ୍ଥାପନ: ଶିକ୍ଷା ସହିତ ଦକ୍ଷତାକୁ ଗୁରୁତ୍ୱ ଦେବା ଜରୁରୀ
ଖୋର୍ଦ୍ଧା: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ଜିଲା ଜଟଣୀସ୍ଥିତ ପଦନପୁରଠାରେ ରାଷ୍ଟ୍ରୀୟ ଦକ୍ଷତା ତାଲିମ କେନ୍ଦ୍ର (ଏନ୍ଏସ୍ଟିଆଇ) ପ୍ଲସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…