Latest Odisha News

BREAKING NEWS

ସ୍ଵର୍ଣ୍ଣ ମନ୍ଦିରରେ ବିକି କୌଶଲ, ସାଙ୍ଗରେ ନାହାନ୍ତି କ୍ୟାଟ୍…

ପଞ୍ଜାବ: ବଲିଉଡ ଅଭିନେତା ରଣବୀରର କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ଆନିମଲ୍' ଖୁବ୍ ଶିଘ୍ର ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ସହିତ ବିକି କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର 'ସାମ୍ ବାହାଦୂର' ମଧ୍ୟ ରିଲିଜ୍ ହେବ। ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ବିକି ଅମୃତସର ଯାଇ ସ୍ଵର୍ଣ୍ଣ ମନ୍ଦିର…

ସୁବର୍ଣ୍ଣପୁରରେ ଜମୁଛି କଲାସି ଯାତ୍ରା : ତନ୍ତ୍ରମନ୍ତ୍ର ରୀତିନୀତିରେ ମାଆଙ୍କୁ କରାଯାଏ ଆବାହନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଡବଳା ଗାଁରେ ବଡ ଧୂମଧାମ ସହକାରେ ଚାଲିଛି କଲାସି ଯାତ୍ରା । ସନ୍ଧ୍ୟା ହେଲେ ଶହ ଶହ ଭକ୍ତଙ୍କର ସମାଗମ ହେଉଛି  । ଡବଳାଠାରେ ଚାଲିଥିବା ଏହି  ଯାତ୍ରାର ରହିଛି ଭିନ୍ନ ଆକର୍ଷଣ  । କାର୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିଠାରୁ ଆରମ୍ଭ…

ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ଘୋଷଣା କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସକ ତାଲିବାନ ନିଜର ଅସଲି ରୂପ ଦେଖାଇଛି। ଇସଲାମିକ୍ ରିପବ୍ଲିକ୍ ଅଫ୍ ଆଫଗାନିସ୍ତାନ ନୂଆଦିଲ୍ଲୀରେ ଥିବା ଦୂତାବାସକୁ ସ୍ଥାୟୀ ବନ୍ଦ କରିବାକୁ ଘୋଷଣା କରିଛି। ନୂଆଦିଲ୍ଲୀରେ ଏହାର କୂଟନୈତିକ ମିଶନ ବନ୍ଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରି ଆଫଗାନିସ୍ତାନ…

ଜଗା ଦର୍ଶନ ପରେ ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ

ପୁରୀ:ଜଗନ୍ନାଥ ଦର୍ଶନ ପରେ ଜଣେ ହବିଷ୍ୟାଳିଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ପବିତ୍ର ପଞ୍ଚୁକରେ ଏପରି ଘଟଣା ହବିଷ୍ୟାଳିଙ୍କ ମୃତ୍ୟୁ ସାରା ଶିବିରରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ, ମୃତା ହବିଷ୍ୟାଳିଙ୍କ ନାଁ ଫକିର ଧଉଳା । ତାଙ୍କର ଘର ନୟାଗଡ ଜିଲ୍ଲାରେ । ୭୩…

ହୃଦଘାତରେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ନିଧନ

ମୁମ୍ବାଇ: ବଲିଉଡର ବରିଷ୍ଠ ଫିଲ୍ମମେକର ରାଜକୁମାର କୋହଲିଙ୍କର ଶୁକ୍ରବାର ହାର୍ଟ ଆଟାକରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଆଜି ସକାଳେ ସେ ବାଥରୁମରେ ହୃଦଘାତର ଶିକାର ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ସେ ବାଥରୁମ ଯାଇଥିଲେ…

ଧବଳେଶ୍ୱର ମନ୍ଦିରରେ ତାଲା, ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଛନ୍ତି ଭକ୍ତ

ଆଠଗଡ: ବଡ଼ଓଷା ପୂର୍ବରୁ ଆଠଗଡ଼ ଧବଳେଶ୍ବର ମନ୍ଦିରରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ଉପୁଜିଲା ବିବାଦ । ମନ୍ଦିରରେ ତାଲା ପକାଇ ଧାରଣାରେ ବସିଲେ ପୂଜକ । ସେପଟେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଭକ୍ତ । ସୂଚନା ଅନୁସାରେ, ପବିତ୍ର କାର୍ତ୍ତିକ ମାସରେ ବାବା ଧବଳେଶ୍ୱରଙ୍କ…

ସବୁଠୁ ଦାମୀ ବେଲ୍ଟ : ଯାହାର ମୂଲ୍ୟ ୧୧୫୦ ଡଲାର …

ନୂଆଦିଲ୍ଲୀ : ଦୁନିଆରେ ଅନେକ ଦାମୀ ଜିନିଷ ରହିଛି  । ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । କିଣିବା ପୂର୍ବରୁ ଶହେ ଥର ଚିନ୍ତା କରିବାକୁ ପଡିବ  । କିନ୍ତୁ କିଛି ଲୋକଙ୍କର  ବ୍ରାଣ୍ଡେଡ୍ ଜିନିଷ ପିନ୍ଧିବାର ସୌକ୍ ରହିଥାଏ  । ଆସନ୍ତୁ ଜାଣିବା ସେମିତି କିଛି ଜିନିଷ ସମ୍ପର୍କରେ ।…

ନରମିଲେ ସରକାର: ଆଦିବାସୀ ଜମି ହସ୍ତାନ୍ତର ବିଲର ପୁନର୍ବିଚାର ପାଇଁ ସୁପାରିସ କଲା କ୍ୟାବିନେଟ

ଭୁବନେଶ୍ୱର:ବହୁ ବାଦବିବାଦ ଏବଂ ବିରୋଧ ପରେ ନରମିଛନ୍ତି ସରକାର । ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ସଂଶୋଧନ କରାଯିବ ବୋଲି କହିଛନ୍ତି ସରକାର । ରାଜ୍ୟ  କ୍ୟାବିନେଟ ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି । ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଆଜି ବିଧାନସଭାର…

ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ: ଡାକ୍ତରଖାନାରେ ମିଳୁନି ଜାଗା

ବେଜିଂ: ମିଷ୍ଟ୍ରିୟସ ନିମୋନିଆ । ନିଦ ହଜାଇ ଦେଇଛି ଏହି ଭୟଙ୍କର ରୋଗ । ପୁଣି ଥରେ ମନରେ ଛନକା ପଶିଛି । କରୋନା ପରି ଏ ରୋଗ ଜୀବନଧାରାକୁ ପୁଟି ଅଟକାଇ ଦେବନି ତ ?   ଚୀନରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି ଅଜଣା ରୋଗର ସଂକ୍ରମଣ । ଲଙ୍ଗସରେ ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ…

ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଗଲା ଅଗର ମେସିନ

ଉତ୍ତରାଖଣ୍ଡ: ଶେଷ ହେବାକୁ ଯାଉଛି ଦୀର୍ଘ ୧୩ ଦିନର ସଂଘର୍ଷ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଜୋରଦାର ଚାଲିଛି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ । ନୂଆ ଜୀବନ ଆଶାରେ ୪୧ ଶ୍ରମିକ । ପାଖାପାଖି ୯୦ ପ୍ରତିଶତ ଡ୍ରିଲିଂ କାମ ଶେଷ ହୋଇଥିବା ବେଳେ ଆଜି…