୨୨ ନୁହେଁ ୨୩ରେ କଳାହାଣ୍ଡି ଆସିବେ ବିଜେପି ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା
କଳାହାଣ୍ଡି: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ଏହି ଗସ୍ତ ଜୁନ୍ ୨୨ରେ ହେବାକୁ ଥିବା ବେଳେ ଏବେ ଜୁନ୍ ୨୩ ସ୍ଥିର ହୋଇଛି।
ନଡ୍ଡା କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର ଉଦ୍ଦେଶ୍ୟ ଦଳର 'ଜନସମ୍ପର୍କ ଅଭିଯାନ'। ମୋଦୀ…