Latest Odisha News

BREAKING NEWS

ତାମିଲନାଡୁ ଏବଂ କେରଳରେ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଚେନ୍ନାଇ: ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା କାରଣରୁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ଭୂସ୍ଖଳନ କାରଣରୁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବ୍ୟାହତ ହୋଇଥିଲା । ରାଜ୍ୟ PWD ବିଭାଗ ରାସ୍ତା…

ବିଦ୍ୟୁତ ଟାୱାର ଉପରେ ମୃତ୍ୟୁ ସହ ଖେଳ

ଯାଜପୁର : ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚାଲିଥିଲା ମୃତ୍ୟୁ ସହ ଖେଳ। ବହୁ ସମୟ ଧରି ବ୍ୟକ୍ତି ଜଣକ ଟାୱାର ଉପରେ ଚଢି ପାଟିତୁଣ୍ଡ କରୁଥିଲେ । ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର କହୁଥିଲେ । ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା  । ଅଗ୍ନିଶମବାହିନୀ ପହଞ୍ଚିଥିଲେ…

ଶୀତଦିନେ ବୁଲି ଯାଆନ୍ତୁ ସିକିମ୍ : ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ

ନୂଆଦିଲ୍ଲୀ : ଆମ ଭାରତବର୍ଷରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି  । ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । କିନ୍ତୁ ଶୀତ ଦିନେ ବୁଲିବାର ମଜା ଟିକିଏ ନିଆରା  । ଆପଣମାନେ ଯଦି ଶୀତ ଦିନେ କୁଆଡେ  ବୁଲି ଯିବାକୁ ପ୍ଲାନ୍ କରୁଛନ୍ତି  । ତେବେ ନିଶ୍ଚୟ ଥରେ ସିକିମ୍ କଥା ମନକୁ…

ଗଙ୍ଗାଧର ବେଶରେ ବାବା ଧବଳେଶ୍ବର : ଆସନ୍ତାକାଲି ବଡ଼ ଓଷା , ଲାଗି ହେବ ଗଜ ଓ ତୋରଣ ଭୋଗ

ଆଠଗଡ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା…

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି  । ଡି ଏସ୍‌-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ ଚାଲିଛି  । ନବରଙ୍ଗପୁର ଓ ଜୟପୁର ସମେତ ୪ଟି ସ୍ଥାନରେ ଚଢାଉ…

କବିତା : ଶବ ବ୍ୟବଚ୍ଛେଦ

ରାମକୃଷ୍ଣ  ଭାବରତିରେ ମୂର୍ଚ୍ଛା ଯାଇଥିବା ବେଳେ ତାକୁ ଘୋଷଣା କରିଦିଆଗଲା ମୃତ ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହ ଘେରରେ ଛନ୍ଦିହେଲା ଅକାଳରେ ଅପମରଣ ଚିରି ଭିତରେ ଖୋଜା ଚାଲିଲା କେଉଁଠି ଲୁଚିଛି ମୃତ୍ୟୁର କାରଣ ଛାତିର ବାଁପଟେ ଦରଫୁଟା ଗୋଟେ ଗୋଲାପ ଡାହାଣ ପଟେ ଗୋଟେ ପାଲଟଣା…

ସ୍ୱାସ୍ଥ୍ୟ ପାଇଁ ବରଦାନ ଫୁଲକୋବି : ଜଳଖିଆଠୁ ରାତ୍ରି ଭୋଜନ ସବୁଥିରେ ସାମିଲ କରନ୍ତୁ..

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଲୋକ ଅଧିକାଂଶ ସମୟରେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି  । ଆଉ ଏହା ଏପରି ଏକ ପରିବା , ଯାହା ସମସ୍ତଙ୍କ ପ୍ରିୟ । ପଲୋଉ,ମଞ୍ଚୁରିଆନ୍‌‌ , ଉପମା ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଆମେ ଫୁଲକୋବିକୁ ବ୍ୟବହାର କରୁ  । ଜଳଖିଆ ଠାରୁ ଆରମ୍ଭ କରି…

ରାଜ୍ୟ ସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ଆଦିବାସୀ…

ଆଜିଠାରୁ ୨୬ ପର୍ଯ୍ୟନ୍ତ ଦ୍ୱିତୀୟ ‘ସୋଆ ସାହିତ୍ୟ ଉତ୍ସବ’

ଭୁବନେଶ୍ୱର : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ) ଶୀର୍ଷକରେ ଆଜିଠାରୁ ଦ୍ଵିତୀୟ ଥର ପାଇଁ ତ୍ରିଦିବସୀୟ ସୋଆ ସାହିତ୍ୟ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ସାହିତ୍ୟ, ସଂସ୍କୃତି, କଳା, ମଞ୍ଚ ଓ…

ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ : ପ୍ରଥମ ପର୍ଯ୍ୟାୟରେ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ। ଆଜି ସକାଳ ୧୦ଟାରୁ ଅସ୍ତ୍ରବିରତି ଆରମ୍ଭ ହେବ। ୪ଦିନିଆ ଅସ୍ତ୍ରବିରତି ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ହମାସ ୧୩ଜଣ  ପଣବନ୍ଦୀଙ୍କୁ ମୁକ୍ତ କରିବ  । ୪ ଦିନରେ ୫୦ ପଣବନ୍ଦୀଙ୍କୁ ମୁକ୍ତି କରିବାକୁ…