ବିଧବା ମହିଳାଙ୍କ ସହ ପ୍ରେମ ପଡିଲା ମହଙ୍ଗା, ଉଭୟଙ୍କୁ କୋଠରୀ ଭିତରେ ପକାଇଲେ ତାଲା
ଅନୁଗୁଳ: ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ପଡିଲା ମହଙ୍ଗା। ମହିଳାଙ୍କ ସହ କୋଠରୀ ଭିତରେ ପ୍ରେମିକ ଥିବା ବେଳେ ଶାଶୁ ଘର ତାଲା ପକାଇଦେଲେ। ଆଉ ରାତିସାରା ତାଲା ପକାଇବା ପରେ ସକାଳେ ଉଭୟଙ୍କୁ କୋଠରୀ ଭିତରୁ ବାହାର କରି ଦଉଡ଼ିରେ ବାନ୍ଧି ସାହି ଦାଣ୍ଡରେ ବୁଲାଇଲେ। ଆଉ ଶହ ଶହ ଲୋକ…