Latest Odisha News

BREAKING NEWS

ପୁଅକୁ ଝାମ୍ପିନେଲା କୁମ୍ଭୀର, ବିକଳରେ ଚାହିଁ ରହିଥିଲା ମାଆ

ପଟ୍ଟାମୁଣ୍ଡାଇ: ମାଆ ଆଖି ସାମ୍ନାରେ ପୁଅକୁ ଟାଣିନେଲା କୁମ୍ଭୀର। ବିକଳ ଆଖିର ଚାହିଁ ରହିବା ଛଡ଼ା ମାଆ ପାଖରେ ଆଉ କିଛି କରିବାର ବାଟ ନଥିଲା। ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ। ଆଜି ସକାଳେ ୧୦ ବର୍ଷର ନାବାଳକ ଆଶୁତୋଷ ଆଚାର୍ଯ୍ୟ ମାଆଙ୍କ ସହ ନଈରେ ଗାଧୋଉଥିବା ବେଳେ…

ଭୁବନେଶ୍ୱରର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର ପରଲୋକ

ଭୁବନେଶ୍ୱର: ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ପରଲୋକ ହୋଇଛି। ବୁଧବାର ସକାଳେ ସହିଦ ନଗରସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଗନ୍ନାଥ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ରାଜନୀତି ବ୍ୟତୀତ ଜଗନ୍ନାଥ ମହାପାତ୍ର…

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍

ଭବାନୀପାଟଣା: ରେଳବାଇ ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି । କେସିଙ୍ଗା ରେଲୱେ ଷ୍ଟେସନରେ ଏକ ମାଲବାହୀ ଟ୍ରେନର ୱାଗନ ହଠାତ୍ ମଝିରୁ ଅଲଗା ହୋଇ ଯାଇଥିଲା । ସୂଚନା ଅନୁସାରେ, ମାଲବାହୀ ଟ୍ରେନଟିରେ ଦାମନଯୋଡ଼ିରୁ…

ଜୋ ବାଇଡେନଙ୍କୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କୁ 'ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରପତି' ବୋଲି କହିଛନ୍ତି। ସିକ୍ରେଟ୍ ଡକ୍ୟୁମେଣ୍ଟ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଆମେରିକାର ମିଆମି କୋର୍ଟରେ ହାଜର ହୋଇଥିଲେ। କୋର୍ଟରେ ନିଜକୁ…

ଗୁଜୁରାଟ ଉପକୂଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆରବସାଗରରେ ସୃଷ୍ଟି ବାତ୍ୟା ବିପର୍ଯ୍ୟୟ ଏବେ ଗୁଜୁରାଟ ମୁହାଁ। ଏଥିଲାଗି ହାଇଆଲର୍ଟ ଜାରି ରହିଛି। ଅସୁରକ୍ଷିତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ସରକାରଙ୍କୁ କହିଛନ୍ତି। ଏଥିସହିତ ବିଦ୍ୟୁତ୍,…

ନାଇଜେରିଆରେ ବୋଟ୍‌ ବୁଡ଼ି ଶତାଧିକ ମୃତ, ଅନେକ ନିଖୋଜ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଇଜେରିଆରେ ଗତ ସୋମବାର ବୋଟ୍ ବୁଡି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଉସ୍‌ମାନ ଇବ୍ରାହିମ୍‌ର ୨ଟି ଗ୍ରାମର ଲୋକେ ନାଇଜର ଷ୍ଟେଟର ଇଗବୋଟିରେ ଏକ ବିବାହ ସମାରୋହ ଯୋଗଦେବାକୁ ଯାଇଥିଲେ। ଏହି ବିବାହ ସମାରୋହରେ ଯୋଗ ଦେଇ ବୋଟରେ ପ୍ରାୟ ୩ଶହ ଲୋକ ନଦୀ ପାର୍‌ ହେଉଥିବା…

ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବିଶେଷ୍ୟର ଅର୍ଥ ନାମ । ଏହା ନାମବାଚକ ଶବ୍ଦ । ବ୍ୟକ୍ତି-ବସ୍ତୁ ଆଦିର ସଂଜ୍ଞା ନିର୍ଦ୍ଦେଶକ ପଦ ଅର୍ଥରେ ବିଶେଷ୍ୟକୁ ବ୍ୟବହାର କରାଯାଏ । ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ରେ କୁହାଯାଇଛି- “ଯେଉଁ ପଦ ଦ୍ୱାରା କୌଣସି ବ୍ୟକ୍ତି ବା ବସ୍ତୁର ବା ସ୍ଥାନର…

ଇଡି ହାଜତରେ କାନ୍ଦି ପକାଇଲେ ତାମିଲ୍‌ନାଡୁ ମନ୍ତ୍ରୀ ସେନ୍ଥିଲ୍‌ ବାଲାଜୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ତାମିଲନାଡୁର ଶକ୍ତି ତଥା ଅବକାରୀ ମନ୍ତ୍ରୀ ଭି. ସେନ୍ଥିଲ୍‌ ବାଲାଜୀ ଗିରଫ। ମଙ୍ଗଳବାର ରାତିରେ ମନ୍ତ୍ରୀଙ୍କୁ ଗିରଫ କରିଛି‘ଇଡି’। ଦିନରେ ବାଲାଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା। ଘର ତଲାସ କରିବା ପରେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମିଃ. ଜଗ୍‌ର କେଚା୍ ମ୍ୟାକ୍‌ଡ଼ୋନଲ୍‌ଡ଼!” ରାଗରେ ମିଃ. କ୍ରୀଷ୍ଣମୁର୍ତ୍ତି ଚିତ୍କାର କରିଉଠିଲେ । “ସେଡ଼୍ରିକ୍ ରୋଡ଼୍ରିଗେଜ୍ ଏଇଥିପାଇଁ ମିଟିଂରେ ଯୋଗ ଦେଇ ପାରିଲେନି ଯେ ସେ ଗୋଟେ ଚେୟାର ପରି ନିର୍ଜୀବ ଭାବରେ…

ଭୋଜିରୁ ଫେରୁଥିଲେ: ହାଇୱାକୁ ଧକ୍କା ଦେଲା କାର୍‌, ପରିବାରର ୫ ସଦସ୍ୟ ମୃତ

ବଲାଙ୍ଗୀର: ଜିଲ୍ଲାର ଛୁଇଁବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱାକୁ ପଛପଟୁ ଧକ୍କା ଦେଲା କାର୍‌। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍‌କୁ ଏକ…