ଶାଶୁ ଘର ଲୋକେ ଯୌତୁକରେ ବାଇକ ମାଗିବାରୁ ବାପ ଘର ଚାଲିଆସିଲା ନବ ବୋଧୂ
କନ୍ଧମାଳ: ବିବାହ ପରେ ପୁଅ ଘର ଲୋକେ ଯୌତୁକରେ ଗାଡି ମାଗିବାରୁ ଶାଶୂ ଘର ଛାଡି ବାପ ଘରେ ହାଜର ହୋଇଛି ନବବୋଧୂ। ଯଦିଓ ଆଜିର ଶିକ୍ଷିତ ସମାଜ ଯୌତୁକ ବିରୋଧୀ ବୋଲି ଦାବି କରୁଛି କିନ୍ତୁ କନ୍ଧମାଳ ବାଲୁଗୁଡାରେ ଯାହା ଘଟିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଆଦିବାସୀ ଅଧ୍ୟୁଷିତ…