ପାଟି ବଦଳରେ ନାକରେ ବଂଶୀ ବଜାନ୍ତି ବସନ୍ତ କୁମାର
ରାଜସ୍ଥାନ: ଦୁନିଆରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜ ଚମତ୍କାର କଳା ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଅନେକ କଳାକାର ସେମାନଙ୍କ ପାଟିରେ ବଂଶୀ ବଜାଉଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି, କିଏ ନାକରେ ବଂଶୀ ବଜାଇବା ? କିନ୍ତୁ ଏମିତି ଜଣେ ବ୍ୟକ୍ତି…