ଆସନ୍ତୁ ଜାଣିବା କାହାକୁ ଟାର୍ଗେଟ କରି କଙ୍ଗନା କହିଲେ, ଗୋଟେ ନିଶାଖୋର ହେବ ଭଗବାନ ଶ୍ରୀରାମ
ମୁମ୍ବାଇ: ବଲିଉଡର ବିବାଦୀୟ କୁଇନ କଙ୍ଗନା ରାନାୱତଙ୍କ ଆଜିର ବୟାନ ସମସ୍ତଙ୍କୁ ଚକିତ କରିଦେଇଛି । ସେ ଜଣେ ପ୍ରତିଷ୍ଠିତ ହୀରୋଙ୍କୁ ଟାର୍ଗେଟ କରି କହିଛନ୍ତି, ଜଣେ ନିଶାଖୋର ବ୍ୟକ୍ତି ଯିଏ କି ଝିଅଙ୍କ ବିନା ରହିପାରିବ ନାହିଁ ତାଙ୍କୁ ଭଗବାନ ଶ୍ରୀରାମ ଭୂମିକା ଦିଆଯାଉଛି । ଏହା ଆଦୌ ଗ୍ରହଣୀୟ…