ଗଛରେ ପାଣି ଦେଉଥିଲେ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’-ପୁଅ ମୃତ
ବାଲେଶ୍ୱର:ସକାଳୁ ସକାଳୁ ଗଛରେ ପାଣି ଦେଉଥିଲେ । ହେଲେ କିଏ ଜାଣିଥିଲା ଗଛମୂଳେ ଏମିତି ଯମ ଛକି ବସିଛି ବୋଲି ? ଗଛରେ ପାଣି ଦେଉ ଦେଉ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ଜୀବନ ଚାଲି ଯାଇଛି । ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ।…