ଅଭିନେତାଙ୍କ କାର ଧକ୍କାରେ ପ୍ରାଣ ହରାଇଲେ ତାମିଲ ନିର୍ଦ୍ଦେଶକ ସରନ୍ ରାଜ
ମୁମ୍ବାଇ: ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ସରନ୍ ରାଜ ଆଉ ନାହାନ୍ତି । କେ କେ ନଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା ।
ଗତ ୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ସରନ୍ ଏକ ବାଇକ୍ରେ ଘରକୁ ଫେରୁଥିଲେ…