Latest Odisha News

BREAKING NEWS

ବାହାନଗା ଟ୍ରେନ୍ ଦୁର୍ଘଟଣା, ଆସନ୍ତା ୩ ଦିନରେ ୨୮ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ବି ଉକ୍ତ ରୁଟରେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରିନି । ଆସନ୍ତାକାଲି ଠାରୁ ୧୧ ତାରିଖ ଯାଏ ୩ ଦିନରେ ଦକ୍ଷିଣ ପୂର୍ବ ରେଳପଥ ୨୮ଟି ଟ୍ରେନ୍ ବାତିଲ୍ କରିଛି । ୯ ତାରିଖରେ…

କଙ୍କଡ଼ାହାଡ଼ରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ଛୁଙ୍କ: ଢେଙ୍କାନାଳ ଲୋକସଭା ଆସନରୁ ଲଢିବେ କି ?

ଢେଙ୍କାନାଳ: ଢେଙ୍କାନାଳରେ କେନ୍ଦ୍ର ଦକ୍ଷତା ବିକାଶ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଙ୍କଡାହାଡ ସାଧାରଣ ସଭାରେ ଦେଲେ ନିର୍ବାଚନୀ ଛୁଙ୍କ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଆଉ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଲେ ।  ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ  ଯାଇଥିବା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରସିଦ୍ଧ-କୃଷ୍ଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ରଚନା କୃଷ୍ଣାଙ୍କୁ ବିବାହ କରିଛନ୍ତି । ୬ଜୁନରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଏହାର ୨ ଦିନ ପରେ ବିବାହ ହୋଇଛି । ବାହାଘର ବେଳର ଉଭୟଙ୍କ…

ଏଚ୍ଆରଏସପି ଲଗାଇ ନଥିଲେ ଜୁନ୍ ୨୩ରୁ ଜରିମାନା

ଭୁବନେଶ୍ୱର: ଗାଡ଼ି ଚାଳକ ସାବଧାନ । ଆପଣଙ୍କ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇଛନ୍ତି ତ ? ନଚେତ୍ ଜରିମାନା ଦେବେ । ଜୁନ୍ ୨୩ରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏଚ୍ଆରଏସପି (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍) ଲଗାଇ ନଥିଲେ ଜରିମାନା ଆଦାୟ କରିବେ । ଆସନ୍ତା ୨୩ରୁ ଆରମ୍ଭ ହେବ…

ଭୁବନେଶ୍ୱର, କଟକରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିବା ରାଜଧାନୀ ବାସୀଙ୍କୁ ଅପରାହ୍ଣରେ ଆଶ୍ୱସ୍ତି ମିଳିଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ଅନୁଭୂତ ହୋଇଛି । ଘଡ଼ଘଡ଼ି ବର୍ଷା ସହ ୩ ଜିଲ୍ଲାରେ…

ପିତା ଆର ମାଧବନଙ୍କଠାରୁ ଅଧିକ ପ୍ରଶଂସା ସାଉଁଟୁଛନ୍ତି ପୁଅ ବେଦାନ୍ତ

ନୂଆଦିଲ୍ଲୀ: କୌଣସି ଚଳଚ୍ଚିତ୍ରରେ ଡେବ୍ୟୁ ନକରି ବଲିଉଡ ଷ୍ଟାରକିଡମାନେ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ଆମ ନିକଟରେ ଏମିତି ଜଣେ ଷ୍ଚାରକିଡ ଅଛନ୍ତି ଯିଏ ୧୭ ବର୍ଷ ବୟସରେ ସାରା ଦେଶ ତଥା ବିଦେଶରେ ନିଜର କଳା ଦ୍ୱାରା ସୁନାମ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଲୋକପ୍ରିୟ ବଲିଉଡ ଅଭିନେତା ଆର…

‘ଦ କେରଳ ଷ୍ଟୋରି’ ପରେ ହଙ୍ଗାମା ସୃଷ୍ଟି କରିବ ଏହି ତିନି ଫିଲ୍ମ; ଖୁବ ଶୀଘ୍ର ମୁକ୍ତିଲାଭ

ମୁମ୍ବାଇ: ଆଜିକାଲି ବକ୍ସ ଅଫିସରେ ବୋବାଲ କରୁଛି କମ ବଜେଟ ଫିଲ୍ମ  ।  ୧୫ରୁ ୨୦ କୋଟି ବଜେଟରେ ନିର୍ମିତି ଫିଲ୍ମ ‘ଦ କେରଳ ଷ୍ଟୋରି’ ବର୍ତ୍ତମାନ ସୁଦ୍ଧା ୨୮୭.୭୯ କୋଟି ଆୟ କରିସାରିଲାଣି । କେରଳ ଷ୍ଟୋରି ପରେ ଆସୁଛି ଆହୁରି ତିନୋଟି ଫିଲ୍ମ । ଅଳ୍ପ ବଜେଟର ଏହି ଫିଲ୍ମ କେରଳା ଷ୍ଟୋରିର…

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ; ପାସ ହାର ୭୮.୮୮%

ଭୁବନେଶ୍ୱର: ପ୍ରକାଶ ପାଇଲା  +୨ କଳା ପରୀକ୍ଷା ଫଳ ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଛି ।  ଛାତ୍ରଛାତ୍ରୀମାନେ -www.orissaresults.nic.inରେ   ରେଜଲ୍ଟ ଦେଖି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର  ପାସ ହାର ୭୮.୮୮ ପ୍ରତିଶତ…

୧୬ ଦିନରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି ୫୦% ୨ ହଜାର ନୋଟ୍

ମୁମ୍ବାଇ: ୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ନେଇ ଆରବିଆଇ ଘୋଷଣାର ୧୬ ଦିନ ପରେ ବ୍ୟାଙ୍କିଂ ବ୍ୟବସ୍ଥାକୁ ୧.୮୦ ଲକ୍ଷ କୋଟି ମୂଲ୍ୟର ୨ ହଜାରର ନୋଟ୍ ଫେରିଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ଥିବା ମୋଟ୍ ୨ ହଜାର ନୋଟର ୫୦ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଥିବା କହିଛନ୍ତି…