Latest Odisha News

BREAKING NEWS

‘ବାଲେଶ୍ଵର ଟ୍ରେନ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ’

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦେଶର ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗୋଟିଏ ପଟେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୃଣମୂଳ କଂଗ୍ରେସ ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଥିବା…

‘ଆଦିପୁରୁଷ’ର ପ୍ରି-ରିଲିଜ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଭାସ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’କୁ ସାଉଥ୍ ସୁପରଷ୍ଟାର ପ୍ରଭାସ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ôଚଥିଲେ । ଫିଲ୍ମ ‘ଆଦିପୁରୁଷ’ ପ୍ରି-ରିଲିଜ ହେବା ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଭାସ । ପ୍ରଭାସ ମନ୍ଦିରରେ…

ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିଲା, ଖରସୋନରେ ହାଇ ଆଲର୍ଟ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ମଙ୍ଗଳବାର ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗି ଯାଇଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛନ୍ତି । ରଏଟର୍ସ ରିପୋର୍ଟ ଅନୁସାରେ ଖରସୋନାରେ ଏହାର ପାଣି ପଶିବାରୁ ହାଇ ଆଲର୍ଟ ଜାରୀ କରାଯାଇଛି । ଏବେ ୮୦ ଗ୍ରାମ ବିପଦରେ ପଡିଛି ।…

ଏମିତିକା ଚୋର, ଯିଏ କେବଳ ମହିଳାଙ୍କ ରେନ୍‌କୋଟ୍ ଚୋରି କରେ

ଜାପାନ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା, ଗାଡ଼ି ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । କିନ୍ତୁ ଜାପାନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କେବଳ ମହିଳାଙ୍କ ରେନ୍‌କୋଟ୍ ଚୋରି କରିଥାନ୍ତି । ତାହା ପୁଣି ବଷ…

୨୦ ବର୍ଷ ପରେ ଏନସିବି ହାତରେ ସବୁଠୁ ବଡ଼ ଡ୍ରଗ୍ସ ରାକେଟ୍; ଡାର୍କନେଟ୍ ଓ କ୍ରିପ୍ଟୋରେ ହେଉଥିଲା କାରବାର

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ସବୁଠୁ ବଡ଼ ଡ୍ରଗ୍ସ ରାକେଟକୁ ଧରିବାରେ ସକ୍ଷମ ହୋଇଛି । ରେଡ୍ ବେଳେ ଏନସିବି ହଜାରେ କୋଟିର ଅଧିକ ମୂଲ୍ୟର ଲିସର୍ଜିକ ଏସିଡ୍ ଡାଇଏଥିଲେମାଇଡ୍ (LSD) ଜବତ କରିଛି । ଚଢ଼ାଉ ସହ ଏନସିବି ଦେଶବ୍ୟାପୀ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା କରି ଅନେକ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଏ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମସ୍ତ ପ୍ରକାରର ଯାଞ୍ଚ ପରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।…

ଏସସିବିରେ ଆହତଙ୍କୁ ଭେଟିଲେ ମମତା; କହିଲେ ଆମର ଆହୁରି ୩୧ ନିଖୋଜ ଅଛନ୍ତି

ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣାରେ ଆହତ ରୋଗୀଙ୍କୁ ଦେଖିବା ପାଇଁ କଟକ ଏସିବିରେ ପହଞ୍ଚିଛନ୍ତି ରେଭେନ୍ସା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଓଡ଼ିଶା ଗସ୍ତରେ ଆସି ରେଭେନ୍ସା ପଡିଆରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେଠାରୁ ଏସସିବି ହସ୍ପିଟାଲ ଯାଇ…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ବଜାରରେ ଜୁନ୍ ୨ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରିଛି ସିବିଆଇ । ଆଜି ସିବିଆଇର ଏକ ଟିମ୍ ବାହାନଗା ଦୁର୍ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ରେଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଆବେଦନ ଅନୁସାରେ ମାମଲା ରୁଜୁ କରିଛି । ଜୁନ୍ ୨ ଶୁକ୍ରବାର…

ରେଳ ଦୁର୍ଘଟଣା: ୭ ଜିଲ୍ଲାର ମୃତକଙ୍କ ଆତ୍ମୀୟଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ସହାୟତା ରାଶି

ଭୁବନେଶ୍ୱର:ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ଓଡ଼ିଶାରୁ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ୭ଟି ଜିଲ୍ଲାର ମୃତକଙ୍କ…

ଏହି ରୋଗ ହେଲେ ଫୁଲିଯାଏ ଶରୀର, ଲକ୍ଷଣ ଚିହ୍ନି ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ କୌଣସି ପ୍ରକାର ରୋଗ ଥିଲେ ହାତ, ଗୋଡ଼ ବା ପାଦ ଫୁଲିଯିବା ଭଲ ଲକ୍ଷଣ ନୁହେଁ। ତେବେ କେଉଁ ରୋଗ କାରଣରୁ ହାତ, ଗୋଡ଼ ଫୁଲିଯାଏ ସେ ସମ୍ପର୍କରେ ଆମେ ଆଲୋଚନା କରିବା। ତେବେ ୪ ଟି ପରିସ୍ଥିତିରେ ହାତ ଏବଂ ପାଦ ଫୁଲିଥାଏ। ସର୍ବପ୍ରଥମେ ଯଦି କିଡନୀରେ କୌଣସି…