କରମଣ୍ଡଳ ଟ୍ରେନ ଦୁର୍ଘଟଣା: ୨୮୮ ଜଣଙ୍କ ମୃତ୍ୟୁ, ୯୦୦ରୁ ଅଧିକ ଆହତ, ସ୍ଥିତି ଅନୁଧ୍ୟାନ କଲେ ରେଳମନ୍ତ୍ରୀ
ବାଲେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣା ପରେ ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ସୂତ୍ରରୁ ସୂଚନା ମିଳିଛି ଯେ ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି ଏବଂ ପ୍ରାୟ ୯୦୦…